www.samajalive.in
Friday, December 5, 2025
17.1 C
Bhubaneswar

BSNL ଆଣିଛି ଧମାକା ଦିୱାଲି ଅଫର, ୧ ଟଙ୍କାରେ ଗପିବେ ମନ ଇଛା, ଦିନକୁ ପୁଣି 2GB ଡାଟା

ସମାଜ ନ୍ୟୁଜ ଡେସ୍କ: ଆସିଲା ଦମଦାର ଦିୱାଲି ଅଫର୍ । ମୋବାଇଲ ୟୁଜରଙ୍କ ପାଇଁ ବଡ ସୁଯୋଗ । ୧ ଟଙ୍କାରେ ପାଆନ୍ତୁ ଅନଲିମିଟେଡ୍ କଲ୍, ଡେଲି 2GB ଡାଟା । ମାସେ ଯାଏଁ ସବୁ ଫ୍ରି । ଦୀପାବଳି ପାଇଁ ଦେଶର ସରକାରୀ ଟେଲିକମ୍ କମ୍ପାନୀ BSNL ଆଣିଛି ଏମିତି ଦମଦାର ଅଫର୍ ସୁଯୋଗ ଆଣିଦେଇଛି । ୧ ଟଙ୍କାରେ ଗୋଟିଏ ମାସ ପାଇଁ ମାଗଣାରେ ଦେଉଛି ଅନଲିମିଟେଡ୍ କଲ୍ ସୁବିଧା । BSNL ପକ୍ଷରୁ ଦିୱାଲି ବୋନାଞ୍ଜା ନାଁରେ ଆସିଛି ଏହି ଅଫର । ଏଥିରେ ଗ୍ରାହକମାନେ ମାତ୍ର ୧ ଟଙ୍କା ଟୋକନ ମନି ଦେଇ ଗୋଟିଏ ମାସ ପାଇଁ ମାଗଣାରେ କଲ୍ ସୁବିଧା ଥିବା ସିମ୍ ସଂଯୋଗ ନେଇପାରିବେ ।

() ଯଦି ଆପଣ BSNL ନେଟୱାର୍କ ସହ ଯୋଡି ହେବାକୁ ଚାହାଁନ୍ତି, ତାହେଲେ କେବଳ ୧ ଟଙ୍କାରେ ଅନଲିମିଟେଡ କଲ୍, ଡେଲି 2GB ଡାଟା ଓ ୧୦୦ SMS ସୁବିଧା ପାଇପାରିବେ । ତେବେ ଏହା କେବଳ ନୂଆ ଗ୍ରାହକଙ୍କ ପାଇଁ । ଆପଣ ୧ ଟଙ୍କାରେ ସିମ୍ କିଣିପାରିବେ ଓ BSNL ନେଟୱାର୍କ ୟୁଜର ହୋଇ ଏହି ଅଫରର ଫାଇଦା ଉଠାଇପାରିବେ । ଅକ୍ଟୋବର ୧୫ରୁ ନଭେମ୍ବର ୧୫ ଯାଏଁ ଏହି ଅଫର୍ ବୈଧ ରହିବ ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories