www.samajalive.in
Sunday, December 7, 2025
23.1 C
Bhubaneswar

ଏହି ପ୍ଲାନରେ ବାଜି ମାରିଲା ବିଏସଏନଏଲ

ନୂଆଦିଲ୍ଲୀ : ଜିଓ,ଏୟାରଟେଲ୍‌ ଆଦି ନିକଟରେ ନିଜର ରିଚାର୍ଜ ପ୍ଲାନ୍‌ ମହଙ୍ଗା କରିଛନ୍ତି । ଏହି ସମୟରେ ବିଏସଏନଏଲର ଚାହିଦା ବୃଦ୍ଧି ପାଉଥିବା ଦେଖାଯାଉଛି । ତେବେ କୌଣସି ନୂଆ ପ୍ଲାନ୍‌ ଖୋଜୁଥିଲେ, ଏକ ଶସ୍ତା ପ୍ଲାନ୍‌ ବିଷୟରେ ଜାଣନ୍ତୁ । ଏହା ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ । ଏଭଳି ଏକ ପ୍ଲାନ୍‌ ହେଉଛି ୨୨୯ ଟଙ୍କା ପ୍ରିପେଡ୍‌ ପ୍ଲାନ୍‌। ଜାଣନ୍ତୁ..

ଇତିହାସରେ ପ୍ରଥମ! ସାପ ଓ ମୂଷାର ଏହି ଭିଡିଓ କରିବ ଆଶ୍ଚର୍ଯ୍ୟ..


ସାଧାରଣତଃ ଦେଖାଯାଏ ଯେକୌଣସି ପ୍ଲାନ୍‌ ୨୮ଦିନର ସମୟ ସୀମା । ମାତ୍ର ଏହି ପ୍ଲାନରେ ସମ୍ପୂର୍ଣ୍ଣ ୩୦ ଦିନ ପର୍ଯ୍ୟନ୍ତ ବ୍ୟବହାର କରି ପାରିବେ । ଗୋଟିଏ ତାରିଖରେ ପ୍ରତ୍ୟେକ ମାସରେ ରିଚାର୍ଜ କରିବାକୁ ପଡିବ । ଯାହାଦ୍ୱାରା ବ୍ୟବହାରକାରୀ ଲାଭ ପାଇବେ । ଏହି ପ୍ଲାନରେ ମଧ୍ୟ ଦୈନିକ ୨ ଜିବି ଡାଟା ମିଳିବ । ଏହି ପ୍ଲାନରେ ଅସୀମିତ କଲିଂ କରି ପାରିବେ ।
ଏହା ଏପରି ଏକମାତ୍ର ପ୍ଲାନ୍‌ ଯାହା ସମ୍ପୂର୍ଣ୍ଣ ଏକ ମାସ ସମୟ ସୀମା ପର୍ଯ୍ୟନ୍ତ ଆସୁଛି ।

୨୯ ଜୁଲାଇରେ ଗଜକେସରୀ ଯୋଗ : ଭୋଳାଶଙ୍କର ଚମକାଇବେ ଏହି ରାଶିଙ୍କ ଭାଗ୍ୟ, ମିଳିବ ଧନ,ଚାକିରି..

- Advertisement -

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories