www.samajalive.in
Saturday, December 6, 2025
19.1 C
Bhubaneswar

ଇତିହାସରେ ପ୍ରଥମ! ସାପ ଓ ମୂଷାର ଏହି ଭିଡିଓ କରିବ ଆଶ୍ଚର୍ଯ୍ୟ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ । କିଛି ଭିଡିଓ ଆଶ୍ଚର୍ଯ୍ୟ ଚକିତ କରିବା ସହ ସହଜରେ ବିଶ୍ୱାସ କରି ହୁଏ ନାହିଁ । ନିକଟରେ ଏଭଳି ହିଁ ଏକ ଭିଡିଓ ଶେୟାର କରାଯାଇଛି । ଭିଡିଓଟି ସାପ ଓ ମୂଷାର । ସାପ ଓ ମୂଷାର ଏହି ଭିଡିଓ ଏବେ ଖୁବ୍‌ ଭାଇରାଲ୍‌ ହେଉଛି । ଭିଡିଓକୁ ଦେଖି ବିଶ୍ୱାସ କରିବା ସହଜ ନୁହେଁ ।


ଭାଇରାଲ ଭିଡିଓରେ ଏକ ନାଗସାପ ଓ ମୂଷା ଦେଖିପାରିବେ । ସାପ ମୂଷାକୁ ମାରିବା ବଦଳରେ ମୂଷାଟି ସାପ ମୁଣ୍ଡ ଉପରେ ଥିବାର ଦେଖାଯାଉଛି । ଏହା ଖୁବ୍‌ ଆଶ୍ଚର୍ଯ୍ୟ ଚକିତ । ସାଧାରଣତଃ ମୂଷା ସାପର ଭୋଜନ । ମାତ୍ର ଭିଡିଓରେ ସମ୍ପୂର୍ଣ୍ଣ ବିପରୀତ ହିଁ ଦେଖାଯାଉଛି । ମୂଷା ମଧ୍ୟ ସେଠାରୁ ନଯାଇ ସାପ ଉପରେ ରହୁଥିବା ଦେଖାଯାଇଛି ।
ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ଆଧାରକାର୍ଡ ତଥ୍ୟ ଦେଉଥିଲେ.. ଖାଲି ହୋଇପାରେ ବ୍ୟାଙ୍କ ଆକାଉଣ୍ଟ !ଜାଣନ୍ତୁ କେମିତି ବର୍ତ୍ତିବେ

- Advertisement -

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories