ଆଧାରକାର୍ଡ ତଥ୍ୟ ଦେଉଥିଲେ.. ଖାଲି ହୋଇପାରେ ବ୍ୟାଙ୍କ ଆକାଉଣ୍ଟ !ଜାଣନ୍ତୁ କେମିତି ବର୍ତ୍ତିବେ

ନୂଆଦିଲ୍ଲୀ : ଆଧାର କାର୍ଡର ବ୍ୟବହାର ସଭିଏଁ କରି ଥାଆନ୍ତି । ମାତ୍ର ଅନେକ ସମୟରେ କେତେକ ଭୁଲ୍‌ ପାଇଁ ଆପଣଙ୍କର ବଡ କ୍ଷତି ମଧ୍ୟ ହୋଇପାରେ । ତେବେ ଏଭଳି ନୂଆ ପ୍ରକ୍ରିୟା ବିଷୟରେ ଜାଣନ୍ତୁ ଯେଉଁଥିରେ ଆପଣଙ୍କ ଆଧାର ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇପାରିବ । ଆଧାରକାର୍ଡକୁ ସୁରକ୍ଷିତ କରିବା ପାଇଁ ବ୍ୟବହାରକାରୀଙ୍କୁ ମାସ୍କଡ୍‌ ଆଧାର(Masaked Aadhaar) ବିକଳ୍ପ ମଧ୍ୟ ଦିଆଯାଇଥାଏ । ଆପଣ ମଧ୍ୟ ଏହାର ବ୍ୟବହାର କରିପାରିବେ । ନାମ ଅନୁଯାୟୀ ଏଥିରେ … Continue reading ଆଧାରକାର୍ଡ ତଥ୍ୟ ଦେଉଥିଲେ.. ଖାଲି ହୋଇପାରେ ବ୍ୟାଙ୍କ ଆକାଉଣ୍ଟ !ଜାଣନ୍ତୁ କେମିତି ବର୍ତ୍ତିବେ