www.samajalive.in
Saturday, December 6, 2025
15.1 C
Bhubaneswar

ମତ ସାବ୍ୟସ୍ତ କଲେ ରାଧାରାଣୀ

ଭୁବନେଶ୍ୱର: ବ୍ରଜରାଜନଗରର ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ନିଜର ମତ ସାବ୍ୟସ୍ତ କରିଛନ୍ତି । ବୁଥ୍‌ ନଂ ୨୦୯ ଓ.ପି.ଏମ୍‌ ବାଳିକା ଉଚ୍ଚ ବିଦ୍ୟାଳୟରେ ଭୋଟ ଦେଇଛନ୍ତି ରାଧାରାଣୀ । ଭୋଟର ମାନଙ୍କ ସହ ଧାଡିରେ ଛିଡ଼ା ହୋଇ ଉପନିର୍ବାଚନ ପାଇଁ ମତ ସାବ୍ୟସ୍ତ କରିଥିବା ଦେଖିବାକୁ ମିଳିଛି । ବ୍ରଜରାଜନଗରର ସମସ୍ତ ଭୋଟ କେନ୍ଦ୍ରରେ ଭୋଟ୍‌ ଗ୍ରହଣ ଜାରି ରହିଛି । ଶାନ୍ତି ଶୃଙ୍ଖଳାରେ ଭୋଟର ମାନେ ନିଜର ମତସାବ୍ୟସ୍ତ କରୁଛନ୍ତି । ସକାଳ ସାଢ଼େ ୯ଟା ସୁଦ୍ଧା ୧୧% ମତଦାନ ହୋଇଥିବା ନେଇ ସୂଚନା ମିଳିଛି ।   ବ୍ରଜରାଜନଗରର ୫୦ ପ୍ରତିଶତ ବୁଥ୍‌ରେ ୱେବ୍‌କାଷ୍ଟିଂ କରାଯାଇଥିବା ବେଳେ ସମସ୍ତ ବୁଥ୍‌ରେ ଇଭିଏମ୍‌ ଯୋଗେ ମତଦାନ କରାଯାଉଛି । ସବୁଠି ଶାନ୍ତିଶୃଙ୍ଖଳାରେ ଭୋଟ୍‌ ଦେଉଛନ୍ତି ଭୋଟର । ସମସ୍ତ ବୁଥରେ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କିଛି ବୁଥରେ ପୁଲିସ ମୁତୟନ ମଧ୍ୟ ହୋରଇଥିବା ଦେଖିବାକୁ ମିଳିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories