www.samajalive.in
Tuesday, December 9, 2025
16.1 C
Bhubaneswar

ଦେଖନ୍ତୁ ଭିଡିଓ; ୧୦୨ ମହଲା ବିଶିଷ୍ଟ ଅଟ୍ଟାଳିକା ଉପରେ ଚଢି ଷ୍ଟଣ୍ଟ କଲେ ଯୁବକ,ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ପ୍ରସିଦ୍ଧି ଲାଭ ପାଇଁ ତଥା ଭାଇରାଲ ହେବା ପାଇଁ ଲୋକେ ବିଭିନ୍ନ ପ୍ରକାର ଷ୍ଟଣ୍ଟ କରୁଥିବା ନଜର ଆସୁଛନ୍ତି । ଏଭଳି କି ନିଜ ଜୀବନକୁ ମଧ୍ୟ ବିପଦରେ ପକାଉଛନ୍ତି । ଆଶ୍ଚର୍ଯ୍ୟ ଚକିତ କରିବା ଭଳି କାର୍ଯ୍ୟ କରୁଥିବା ମଧ୍ୟ ଦେଖାଯାଏ । ନିଜ ପ୍ରତି ଧ୍ୟାନ ଆକର୍ଷିତ କରିବା ପାଇଁ ବିପଦପୂର୍ଣ୍ଣ ସ୍ଥାନରେ ଫଟୋ ଉଠାଇବା ସହ ଭିଡିଓ କରି ଥାଆନ୍ତି । ନିକଟରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି,ଯାହାକୁ ଦେଖି ଆପଣଙ୍କ ହୋସ୍‌ ଉଡିଯିବ । ନିଜ ଆଖିକୁ ମଧ୍ୟ ବିଶ୍ୱାସ କରିବେ ନାହିଁ । ଭିଡିଓରେ ଜଣେ ଯୁବକ ୧୦୨ ମହଲା ବିଶିଷ୍ଟ ଅଟ୍ଟାଳିକାରେ ଚଢିଥିବା ନଜର ଆସିଛନ୍ତି । ମାତ୍ର କାହିଁକି ଏହି ଅଟ୍ଟାଳିକା ଉପରେ ଚଢିଛନ୍ତି, ତାହାର କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ।

- Advertisement -

ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ନିଜ ପ୍ରଂଶସକଙ୍କ ସଂଖ୍ୟା ବଢାଇବା ପାଇଁ ଆଶ୍ଚର୍ଯ୍ୟଜନକ କାମ କରି ଥାଆନ୍ତି । ଏଥିପାଇଁ ଅନେକଙ୍କ ଜୀବନ ମଧ୍ୟ ଚାଲିଯାଏ । ଭାଇରାଲ ହେଉଥିବା ଭିଡିଓକୁ ଦେଖି ଏହା ସ୍ପଷ୍ଟ ବାରି ହେଉଛି । ଭିଡିଓରେ ଯୁବକଙ୍କ ଷ୍ଟଣ୍ଟଦେଖି ଲୋକେ ନିଜ ମୁଣ୍ଡରେ ହାତ ଦେଇଛନ୍ତି । ଭାଇରାଲ ହେଉଥିବା ଏହି ଭିଡିଓ ଆମେରିକାର ନ୍ୟୁୟର୍କ ସହରର ବୋଲି କୁହାଯାଉଛି । ଏଠାରେ ଜଣେ ଯୁବକ ୧୦୨ ମହଲା ବିଶିଷ୍ଟ ଅଟ୍ଟାଳିକାରେ ହାତରେ ସେଲଫି ଷ୍ଟିକ୍‌ ଧରି ଭିଡିଓ କରୁଥିବା ନଜର ଆସିଛନ୍ତି । ଭିଡିଓକୁ ଏଯାଏଁ ଲକ୍ଷ ଲକ୍ଷ ଲୋକେ ଦେଖି ଭିନ୍ନ ଭିନ୍ନ ମତ ଦେଉଛନ୍ତି।

ଖାଉ ନାହାଁନ୍ତି ତ ନକଲି ଅଟା? ମାତ୍ର ୫ ସେକେଣ୍ଡରେ ଜାଣନ୍ତୁ ଅଟା ଅସଲି କି ନକଲି..

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories