www.samajalive.in
Wednesday, December 10, 2025
23.1 C
Bhubaneswar

ରାଜ୍ୟସ୍ତରୀୟ ଖୋ ଖୋ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ବୌଦ୍ଧଜିଲାର ଖେଳାଳୀଙ୍କ ଯାତ୍ରା

ବୌଦ୍ଧ: ରାଜ୍ୟ ଖୋ ଖୋ ସଂଘ ଦ୍ୱାରା ଅନଗୁଳଠାରେ ଆୟୋଜିତ ରାଜ୍ୟସ୍ତରୀୟ ଖୋ ଖୋ ପ୍ରତିଯେଗାଗିତାରେ ଅଂଶଗ୍ରହଣ କରିବାପାଇଁ ବୌଦ୍ଧଜିଲାର ୧୨ ଜଣିଆ ଦଳ ଯାତ୍ରା କରିଛନ୍ତି। ଜିଲା କ୍ରିଡା ସଂସଦ ଆନୁକୂଲ୍ୟରେ ପ୍ରେରଣ କରାଯାଇଥିବା ଏହି ଖୋ ଖୋ ଦଳରେ ହରଜିତ କୁମାର ପ୍ରଧାନ, ମାନସ କୁମାର ପ୍ରଧାନ, ରୋହିତ କୁମାର କ୍ଷେତି, ୱାହିଲ ମନ୍ଥନ ସେଠ୍, ଜୁବାନଶ୍ୱ ମହାକୁଡ,ଦେବାନନ୍ଦ ସଲମା,ଆକାଶ ସୁନା, ଅମରେଶ ଝାଙ୍କର, ସୌରଭ ବେହେରା, ତନ୍ମୟ କୁମାର ଅମାତ, ଅମ୍ରିତ କୁମାର ସେଠୀ ଓ ଅବିନାଶ ବିଶ୍ୱାଳ ସାମିଲ ହୋଇଛନ୍ତି। ଖେଳାଳୀମାନଙ୍କ ସହିତ ପ୍ରଶିକ୍ଷକ କୃଷ୍ଣଚନ୍ଦ୍ର ସେଠୀ ଓ ଟିମ ମ୍ୟାନେଜର ହିମାଂଶୁ ଶେଖର ମାଝି ମଧ୍ୟ ଯାତ୍ରା କରିଛନ୍ତି। ବୌଦ୍ଧ ଜିଲା କ୍ରିଡା ସଂସଦ ସମ୍ପାଦକ ରବୀନ୍ଦ୍ର କୁମାର ରାଉତ ଓ ସାମ୍ବାଦିକ ଶଶାଙ୍କ ଶେଖର ମିଶ୍ର ବୌଦ୍ଧ ବସଷ୍ଟାଣ୍ଡଠାରେ ଖେଳାଳୀମାନଙ୍କୁ ଶୁଭେଛା ଜଣାଇବା ସହିତ ଉତ୍ତମ ଖେଳ ପ୍ରଦର୍ଶନ କରି ବିଜୟୀ ହେବା ସହିତ ଜିଲା ପାଇଁ ଗୌରବ ଆଣିବାକୁ ଉତ୍ସାହିତ କରିଥିଲେ।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories