www.samajalive.in
Sunday, December 14, 2025
26.1 C
Bhubaneswar

ବୌଦ୍ଧ ବ୍ଲକରେ ପଞ୍ଚମ ଓ ତୃତୀୟ ବୃତ୍ତି ପରୀକ୍ଷା ଫଳ ପ୍ରକାଶିତ

ବୌଦ୍ଧ: ବୌଦ୍ଧ ବ୍ଲକର ୨୦୨୧-୨୨ ଶିକ୍ଷା ବର୍ଷର ପଞ୍ଚମ ଓ ତୃତୀୟ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ଫଳ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ପ୍ରକାଶ ପାଇଛି। ପଞ୍ଚମ ମେରିଟ ସ୍କୋଲାରସିପରେ ଅନ୍ଵେଷା ମିଶ୍ର -ବୌଦ୍ଧ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଶାଳିନୀ ସାହୁ -ଏସ ଭି ଏସକେ ଦହ୍ୟା, ପ୍ରିୟତମା ପାଢ଼ୀ -ସରକାରୀ ପ୍ରାଥମିକ ବିଦ୍ୟାଳୟ ବଢିଗାଁ, ଅଭିଜିତ ପତି -ସରସ୍ବତୀ ଶିଶୁ ମନ୍ଦିର ବାଉଁଶୁଣୀ, ପ୍ରିତମ କୁମାର ମେହେର -ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବୌଦ୍ଧ, ଚିନ୍ମୟୀ ସାହୁ -ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମକୁନ୍ଦପୁର, ଅନୁସୟା ମହାକୁଳ -ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବୌଦ୍ଧ। ପଞ୍ଚମ ମେରିଟ କମ ପୋଭର୍ଟି ସ୍କୋଲାରସିପରେ ଅସ୍ମିନ ପଣ୍ଡା -ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଲାସିଙ୍ଗା, ରୋଜାଲିନ ସାହୁ -ସରକାରୀ ପ୍ରାଥମିକ ବିଦ୍ୟାଳୟ ବଡଝାରକଟା, ସଂଗ୍ରାମ କେଶରୀ ପ୍ରଧାନ -ସରକାରୀ ପ୍ରାଥମିକ ବିଦ୍ୟାଳୟ କୃଷ୍ଣପାଲି, ରିମଝିମ ରଣା -ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାହୁପଡା, ପ୍ରତିଜ୍ଞା ପ୍ରଧାନ -ସରକାରୀ ଉଚ୍ଚ ବିଦ୍ୟାଳୟ ତେଲିବନ୍ଧ, ଆୟୁଷ୍ମାନ ସାହୁ -ସରକାରୀ ପ୍ରାଥମିକ ବିଦ୍ୟାଳୟ ସାଲେଇସିଂ, ରାଜେଶ ବେହେରା ସରକାରୀ ପ୍ରାଥମିକ ବିଦ୍ୟାଳୟ ସାନଗୋଛାପଡା।

ସେହିପରି ତୃତୀୟ ଶ୍ରେଣୀ ମେରିଟ ସ୍କୋଲାରସିପରେ ଶିଖା ମେହେର ଓ ପ୍ରଜ୍ଞାରାଣୀ ଖମାରୀ -ସରସ୍ବତୀ ଶିଶୁ ମନ୍ଦିର ବାଉଁଶୁଣୀ, ସିଦ୍ଧି ମହାକୁଳ -ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବୌଦ୍ଧ,ଓମପ୍ରକାଶ ମେହେର -ସରସ୍ବତୀ ଶିଶୁ ମନ୍ଦିର ଜହ୍ନାପଙ୍ଗ, ଶାନ୍ତି ମେହେର -ଓଡିଶା ଷ୍ଟେଟ ବ୍ରିଗେଡ ସ୍କୁଲ ଲଷ୍ମୀପ୍ରସାଦ, ଆଦ୍ୟାଶା ନାୟକ -ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓଲଣ୍ଡା,ଆଦ୍ୟାଶା ସାହୁ -ଏସ ଭି ଏସ କେ ଦହ୍ୟା l ଏବଂ ତୃତୀୟଶ୍ରେଣୀ ମେରିଟ କମ ପୋଭର୍ଟି ସ୍କୋଲାରସିପରେ ଶ୍ରଦ୍ଧାଞ୍ଜଳି ଭୋଇ ଓ ସ୍ମୃତିରଣୀ ଉର୍ମା -ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛେଳିବାହାଲ, ଟ୍ୱିଙ୍କିଲ ମହାପାତ୍ର -ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲଷ୍ମୀପ୍ରସାଦ, ଶୁଭମ ପ୍ରଧାନ -ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଲାସିଙ୍ଗା, କର୍ନେଲ କୁମ୍ଭାର -ଓଡିଶା ଷ୍ଟେଟ ବ୍ରିଗେଡ ସ୍କୁଲ ଲଷ୍ମୀପ୍ରସାଦ, ହେମକାନ୍ତ ପ୍ରଧାନ -ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲଷ୍ମୀପଦର ଓ ମୌସୁମୀ ବାରିକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବ୍ରାହ୍ମଣୀପାଲି କୃତିତ୍ୱ ହାସଲ କରିଛନ୍ତି। ଉକ୍ତ ପରୀକ୍ଷା ଫଳ ପ୍ରକାଶ ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲାଙ୍କ ସହିତ ପରୀକ୍ଷା ଦାୟିତ୍ୱରେ ଥିବା ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଅଖିଳ କୁମାର ପ୍ରଧାନ, କାର୍ଯ୍ୟାଳୟ ସହାୟକ ପ୍ରୀତିରଞ୍ଜନ ମହାଲିକ ଓ ସୁଧୀର କୁମାର ନାୟକ ଉପସ୍ଥିତ ଥିଲେ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories