www.samajalive.in
Friday, December 5, 2025
26.1 C
Bhubaneswar

ଗୋରୁ ବେପାରୀଙ୍କୁ ଟାର୍ଗେଟ୍‌‌: ବୋମାମାଡ କରି ୧୫ ଲକ୍ଷ ଲୁଟ୍‌‌

କାମାକ୍ଷାନଗର: ଢେଙ୍କାନାଳ ଜିଲା ଜିରାଳ ସାପ୍ତାହିକ ହାଟରେ ବୋମାମାଡ କରି ଲୁଟପାଟ୍‌‌। ଗୋରୁ ନେଇ ହାଟକୁ  ଆସିଥିବା ବେପାରୀଙ୍କୁ ଟାର୍ଗେଟ କରିଥିଲେ ଦୁର୍ବୃତ୍ତ। ୧୫ଲକ୍ଷ ଟଙ୍କା ଲୁଟିବା ସହ ଗୋରୁ ବେପାରୀଙ୍କ ବୋଲେରୋ ନେଇ ଚମ୍ପଟ ମାରିଛନ୍ତି ୫ଜଣ ଦୁର୍ବୃତ୍ତ। ବୋମାମାଡ ସହ ୨ରାଉଣ୍ଡ ଫାଙ୍କା ଗୁଳି ଚାଳନ କରିଥିବା ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

Hot this week

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

Related Articles

Popular Categories