ବାଲେଶ୍ୱର: ବଳଙ୍ଗ ନଦୀର ହଳଦିଆ ଘାଟରେ ଡଙ୍ଗାରୁ ଖସି ଚାଳକ ନିଖୋଜ ହୋଇଯାଇଛନ୍ତି। ବୁଧବାର ଅପରାହ୍ନ ସମୟରେ ଡଙ୍ଗା ଚାଳକ ଘାଟକୁ ଯାଇଥିବା ସମୟରେ ନିଖୋଜ ହୋଇଯାଇଥିଲେ। ନିଖୋଜ ଚାଳକ ଜଣକ ହେଉଛନ୍ତି ରେମୁଣା ଥାନା ଅନ୍ତର୍ଗତ କଲ୍ୟାଣପୁର ଗ୍ରାମର ହେମେନ୍ଦ୍ର ରାଉତ (୪୨)। ଏଡିଆରଏଫ୍ ଟିମ୍ ଓ ଅଗ୍ନିଶମ ବିଭାଗ ପକ୍ଷରୁ ନିଖୋଜ ଡଙ୍ଗା ଚାଳକଙ୍କ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି।
Popular Categories



