www.samajalive.in
Friday, December 12, 2025
15.1 C
Bhubaneswar

ବିଏନ୍‌ଆଇ ଆଚିଭରସ୍‌ ଗ୍ରୁପ୍‌ର ମଟରସାଇକେଲ୍‌ ରାଲି

କଟକ- ବିଏନ୍‌ଆଇ ଆଚିଭରସ୍‌ ଗ୍ରୁପ୍‌ ଦ୍ୱାରା ସିଲଭର୍‌ ସିଟି କଟକରେ ଏକ ମଟର ସାଇକେଲ୍‌ ରାଲି ଆୟୋଜିତ ହୋଇଯାଇଛି । ଉଦ୍ୟୋଗପତିମାନଙ୍କ ମଧ୍ୟରେ ସହଯୋଗ ଏବଂ ସହଭାଗିତା ବୃଦ୍ଧି ପାଇଁ ସାରା ବିଶ୍ୱର ବିଏନ୍‌ଆଇ କାର୍ଯ୍ୟ କରୁଛି ।

- Advertisement -

ସିଲଭରସିଟି କଟକରେ ଏହାର ୧୦୫ରୁ ଅଧିକ ସଦସ୍ୟ ଥିବା ବେଳେ ୧୩୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିଛି । ବୁଧବାରରେ ଆୟୋଜିତ ବାଇକ୍ ରାଲି ‘ରଫତାର୍‌’ରେ ୧୦୦ରୁ ଅଧିକ ଉଦ୍ୟୋଗୀ ଅଂଶଗ୍ରହଣ କରିଥିଲେ । ଏହା କଟକର ଶିଖରପୁରରୁ ଆରମ୍ଭ ହୋଇ ବକ୍ସି ବଜାରରେ ଶେଷ ହୋଇଥିଲା ।

ଉଦ୍ୟୋଗପତି ପ୍ରଦୀପ ଅଗ୍ରଓ୍ୱାଲ, ନୀରଜ ଯୋଶୀ , ଆଶୀଷ ମୋଦୀ ବିଶାଲ ଅଗ୍ରଓ୍ୱାଲ , ସାଦ୍‌ ହାସମୀ, ସବୀର ହଲ୍ଲାରୀ ପ୍ରମୁଖଙ୍କ ତତ୍ୱାବଧାନରେ ଏହି ରାଲି ଆୟୋଜିତ ହୋଇଥିଲା ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories