www.samajalive.in
Friday, December 12, 2025
27.1 C
Bhubaneswar

ପାକିସ୍ତାନ ଓ ଚୀନକୁ ବିଏଲଏର ଧମକ; ମରିବାକୁ ଚାହୁଁନ ଯଦି, ବାଲୋଚିସ୍ତାନ ଛାଡ଼

ସମାଜ ଡିଜିଟାଲ ଡେସ୍କ: ଭାରତ-ପାକିସ୍ତାନ ମଧ୍ୟରେ ଅଘୋଷିତ ଯୁଦ୍ଧ ଜାରି ରହିଥିବାବେଳେ ଏହାର ଫାଇଦା ଉଠାଇଛି ବାଲୋଚ ଲିବରେସନ ଆର୍ମି(ବିଏଲଏ)। ବାଲୋଚିସ୍ତାନକୁ ପାକିସ୍ତାନରୁ ସ୍ଵତନ୍ତ୍ର କରିବାକୁ ଦୀର୍ଘବର୍ଷ ଧରି ଉଦ୍ୟମ ଚଳାଉଥିବା ବିଏଲଏ ପାକିସ୍ତାନ ସହିତ ଯୁଦ୍ଧ ଆରମ୍ଭ କରିଦେଇଛି। ବାଲୋଚିସ୍ତାନରେ ଥିବା ପାକିସ୍ତାନ ସେନା ଘାଟି ଏବଂ କ୍ୟାମ୍ପରେ ବିଏଲଏ ପକ୍ଷରୁ ଆକ୍ରମଣ କରାଯାଇଛି। ବିଏଲଏ ୬ଟି ସ୍ଥାନକୁ ନିଜ ଦଖଲକୁ ନେଇଥିବା ଦାବି କରିଛି। ଏହା ସହିତ ବିଏଲଏ ପକ୍ଷରୁ ପାକିସ୍ତାନ ଏବଂ ଚୀନକୁ କଡ଼ା ଧମକ ଦିଆଯାଇଛି। ଯଦି ମରିବାକୁ ଚାହୁଁନ, ତେବେ ତୁରନ୍ତ ବାଲୋଚିସ୍ତାନ ଛାଡ଼ି ପଳାଅ ବୋଲି ବିଏଲଏ ଧମକ ଦେଇଛି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories