www.samajalive.in
Friday, December 12, 2025
23.1 C
Bhubaneswar

୨୫ ନେତାଙ୍କୁ ୩୦ ଜିଲ୍ଲା ଦାୟିତ୍ୱ, ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି

ଡେସ୍କ: ବିଜୁ ଜନତା ଦଳ ବିଭିନ୍ନ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରିଛି। ୨୫ ଜଣ ନେତାଙ୍କୁ ୩୦ଟି ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ଆସନ୍ତୁ ଜାଣିବା କେଉଁ ନେତାଙ୍କୁ କେଉଁ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି –

୧. ପ୍ରଶାନ୍ତ କୁମାର ମୁଦୁଲୀ – ଅନୁଗୁଳ
୨. ପ୍ରତାପ କେଶରୀ ଦେବ – ବାଲେଶ୍ୱର
୩. ସୁଧୀର କୁମାର ସାମଲ – ବରଗଡ଼
୪. ପ୍ରଣବ ବଳବନ୍ତରାୟ – ଭଦ୍ରକ
୫. ସୁଶାନ୍ତ ସିଂହ – ବଲାଙ୍ଗୀର ଓ ଦେବଗଡ଼
୬. ଉଷା ଦେବୀ – କଟକ
୭. ପ୍ରମିଳା ମଲିକ – ଢେଙ୍କାନାଳ ଓ ଖୋର୍ଦ୍ଧା
୮. ଅତନୁ ସବ୍ୟସାଚୀ ନାୟକ – ଗଜପତି ଓ ରାୟଗଡ଼ା
୯. ଅରୁଣ କୁମାର ସାହୁ – ଜଗତସିଂହପୁର
୧୦. ବିଜୟ ନାୟକ – କନ୍ଧମାଳ
୧୧. ପ୍ରଫୁଲ୍ଲ ମଲିକ – କେନ୍ଦ୍ରାପଡ଼ା
୧୨. ପ୍ରଣବ ପ୍ରକାଶ ଦାସ – କେନ୍ଦୁଝର ଓ ମୟୁରଭଂଜ
୧୩. ଦିବ୍ୟଶଙ୍କର ମିଶ୍ର- ମାଲକାନଗିରି ଓ କୋରାପୁଟ
୧୪. ଇଶ୍ୱର ପାଣିଗ୍ରାହୀ – ନବରଂଗପୁର
୧୫. ପଦ୍ମନାଭ ବେହେରା – ନୟାଗଡ଼
୧୬. ଟୁକୁନୀ ସାହୁ – ନୂଆପଡ଼ା
୧୭. ରଣେନ୍ଦ୍ର ପ୍ରତାପ ସ୍ୱାଇଁ – ପୁରୀ
୧୮. ନଳିନୀକାନ୍ତ ପ୍ରଧାନ – ସମ୍ବଲପୁର
୧୯. ପ୍ରୀତିରଂଜନ ଘଡେଇ – ସୁନ୍ଦରଗଡ଼
୨୦. ନବ କିଶୋର ଦାସ – କଳାହାଣ୍ଡି
୨୧. ପ୍ରଦୀପ ଅମାତ – ଗଂଜାମ
୨୨. ସୌଭାଗ୍ୟ ନାୟକ – ବୌଦ୍ଧ
୨୩. ଅଶୋକ ଚନ୍ଦ୍ର ପଣ୍ଡା – ଯାଜପୁର
୨୪. ସାରଦା ପ୍ରସାଦ ନାୟକ – ଝାରସୁଗୁଡା
୨୫. ରୋହିତ ପୁଜାରୀ – ସୁବର୍ଣପୁର

Hot this week

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

Related Articles

Popular Categories