www.samajalive.in
Saturday, December 6, 2025
23.1 C
Bhubaneswar

ଭୁଜ୍ ଦି ପ୍ରାଇଡ଼୍ ଅଫ୍ ଇଣ୍ଡିଆ: ଦେଶପ୍ରେମକୁ ଉଜ୍ଜୀବିତ କରୁଛି ଅଜୟଙ୍କ ଦମଦାର୍ ସଂଳାପ, ଦେଖନ୍ତୁ ଟ୍ରେଲର

ମୁମ୍ବଇ: ଅଜୟ ଦେବଗନ୍ ଓ ସଞ୍ଜୟ ଦତ୍ତ ଅଭିନୀତ ବହୁପ୍ରତୀକ୍ଷିତ ବଲିଉଡ଼୍ ଚଳଚ୍ଚିତ୍ର ‘ଭୁଜ୍: ଦି ପ୍ରାଇଡ଼୍ ଅଫ୍ ଇଣ୍ଡିଆ’ର ଟ୍ରେଲର ସୋମବାର ରିଲିଜ୍ ହୋଇଛି। ୧୯୭୧ ଇଣ୍ଡୋ-ପାକ୍ ଯୁଦ୍ଧ ଉପରେ ଆଧାରିତ ଏହି ଚଳଚ୍ଚିିତ୍ର ଦର୍ଶକଙ୍କ ମନରେ ଦେଶଭକ୍ତି ଜାଗ୍ରତ କରାଇବାରେ ସକ୍ଷମ ହେବ ବୋଲି ଟ୍ରେଲରରୁ ସ୍ପଷ୍ଟ ବାରି ହୋଇପଡ଼ୁଛି। ୩ ମିନିଟ୍ ୨୧ ସେକେଣ୍ଡର ଟ୍ରେଲରରେ ଅଜୟଙ୍କ ପ୍ରଭାବଶାଳୀ ସଂଳାପ ସାଙ୍ଗକୁ ତାଙ୍କ ବଳିଷ୍ଠ ଅଭିନୟର ଝଲକ୍ ଦେଖିବାକୁ ମିଳିଛି। ଅଜୟ ଏଥିରେ ବାୟୁସେନା ଅଧିକାରୀ ବିଜୟ କର୍ଣ୍ଣିକ ଭୂମିକାରେ ଅଭିନୟ କରିଛନ୍ତି।

ଅଜୟଙ୍କ ବ୍ୟତୀତ ଫିଲ୍ମରେ ସଞ୍ଜୟ ଦତ୍ତ, ସୋନାକ୍ଷୀ ସିହ୍ନା, ଆମୀ ଭିର୍କ, ନୋରା ଫତେହି ଓ ଶରଦ କେଲକର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଦେଶପ୍ରେମରେ ଭରପୂର ଏହି ଫିଲ୍ମ ଅଗଷ୍ଟ ୧୩ ତାରିଖରେ ଡିଜ୍ନୀ + ହଟଷ୍ଟାରରେ ମୁକ୍ତିଲାଭ କରିବ।

- Advertisement -

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories