bjd gruha runa

ଆସନ୍ତା ୨୧ରେ ବିଧାନସଭାର ବାଚସ୍ପତି ନିର୍ବାଚନ

BJD Bijuli 480×75 Mob

ଭୁବନେଶ୍ବର: ବିକ୍ରମ କେଶରୀ ଆରୁଖଙ୍କ ଇସ୍ତଫା ପରେ ବାଚସ୍ପତି ପଦ ଖାଲିପଡ଼ିଛି। ଆସନ୍ତା ୨୧ ତାରିଖରେ ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।  ୧୮ ତାରିଖରେ ପ୍ରାର୍ଥୀପତ୍ର ଦାଖଲ ହେବ।

Comments are closed.