www.samajalive.in
Saturday, December 6, 2025
26.1 C
Bhubaneswar

କିଏ ହେବ ରାଜଧାନୀ ମେୟର ?

ଭୁବନେଶ୍ବର: କିଏ ହେବ ରାଜଧାନୀ ମେୟର ? କାହା ମୁଣ୍ଡରେ ମୁକୁଟ ପିନ୍ଧାଇବେ ରାଜଧାନୀବାସୀ ? ଆଜି ପୌର ନିର୍ବାଚନ ଫଳଫଳ ବାହାରିବାକୁ ଥିବା ବେଳେ ଭୋଟ୍‌ ଗଣତି ଜାରି ରହିଛି । ପ୍ରଥମ ରାଉଣ୍ଡ ଗଣତିରେ ବିଜେଡି ପ୍ରାର୍ଥିନୀ ସୁଲୋଚନା ଦାସ ଆଗୁଆ ରହିଛନ୍ତି । ଦ୍ବିତୀୟରେ ବିଜେପି ପ୍ରାର୍ଥିନୀ ସୁନୀତ ମୁଣ୍ଡ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି ମଧୁସ୍ମିତା ଆଚ୍ଚାର୍ଯ୍ୟ । ବିଜେଡି ପ୍ରାର୍ଥିନୀ ସୁଲୋଚନାଙ୍କୁ ପ୍ରଥମ ରାଉଣ୍ଡରେ ୪୩୦୦ ଖଣ୍ଡ ଭୋଟ୍‌ ମିଳିଛି ।  ବିଜେପି ପ୍ରାର୍ଥିନୀ ସୁନୀତ ମୁଣ୍ଡୁ ମିଳିଛି ୨୯୪୭ ଖଣ୍ଡ ଭୋଟ୍‌ । ହେଲେ କଂଗ୍ରେସକୁ ମାତ୍ର ଏହି ରାଉଣ୍ଡରେ ୧୮୮ ଖଣ୍ଡ ମିଳିଛି । ତେବେ ଏହି ପ୍ରଥମ ରାଉଣ୍ଡରେ ବିଜେଡି ଆଗୁଆ ରହିଥିବା ବେଳେ ଆଗାମୀ ରାଉଣ୍ଡରେ କିଛି ପରିବର୍ତ୍ତନ ହୋଇପାରେ ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories