ସିଡନୀ : ଭାରତୀୟ ଫାଷ୍ଟ ବୋଲର ଭୁବନେଶ୍ବର କୁମାର ଦିନିକିଆ ଫର୍ମାଟରେ ୧୦୦ତମ ୱିକେଟ ଅକ୍ତିଆର କରିଛନ୍ତି। ଶନିବାର ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ପ୍ରତିପକ୍ଷ ଅଧିନାୟକ ଆରୋନ ଫିଞ୍ଚ୍ଙ୍କୁ ଆଉଟ କରି ଭୁବନେଶ୍ବର ଶହେତମ ୱିକେଟ ହାସଲ କରିଛନ୍ତି। ଏଭଳି ସଫଳତା ହାସଲ କରିବାରେ ଭୁବନେଶ୍ବର ହେଉଛନ୍ତି ଭାରତର ଦ୍ବାଦଶ ଫାଷ୍ଟ ବୋଲର। ସେ ୯୬ଟି ଦିନିକିଆରୁ ୩୭.୮୮ ହାରରେ ୧୦୦ଟି ୱିକେଟ ଅକ୍ତିଆର କରିଛନ୍ତି।
Popular Categories



