www.samajalive.in
Monday, December 8, 2025
13.1 C
Bhubaneswar

ରିଲିଜ୍‍ ହେଲା ‘ଭାରତ’ର ଟିଜର

ମୁମ୍ବଇ : ଅଲୀ ଆବାସ୍‍ ଜଫରଙ୍କ ନିର୍ଦ୍ଦେଶନାରେ ନିର୍ମିତ ସଲମାନ ଖାନଙ୍କ ମହତ୍ୱାକାଂକ୍ଷୀ ଚଳଚ୍ଚିତ୍ର ‘ଭାରତ’ ର ଟିଜର ଶୁକ୍ରବାର(୨୫ ଜାନୁଆରୀ) ରିଲିଜ୍‍ ହୋଇଛି। ଏହି ଚଳଚ୍ଚିତ୍ର ଜୁନ୍‍ ୫ ତାରିଖ ଇଦ୍‍ ଅବସରରେ ମୁକ୍ତିଲାଭ ହେବ। ସଲମାନଙ୍କ ସହ ଚଳଚ୍ଚିତ୍ରରେ କ୍ୟାଟ୍ରିନା କୈଫ୍‍, ସୁନୀଲ ଗ୍ରୋଭର, ଦୀଶା ପଟାନୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ୧ ମିନିଟ୍‍ ୨୬ ସେକେଣ୍ଡର ଏହି ଟିଜରରେ ସଲମାନଙ୍କ ଦମ୍‍ଦାର୍‍ ଅଭିନୟର ଝଲକ୍‍ ଦେଖିବକୁ ମିଳିଛି। ଏଥିରେ ସଲମାନଙ୍କୁ ଅନେକ ରୂପରେ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରରେ ସଲମାନଙ୍କ ନାମ ରିହିଛି ଭାରତ। ଟିଜରରେ ସଲମାନଙ୍କ ବ୍ୟତୀତ ଅନ୍ୟ କଳାକାରଙ୍କୁ ଦେଖିବାକୁ ମିଳିନାହିଁ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories