www.samajalive.in
Sunday, December 7, 2025
13.1 C
Bhubaneswar

ଠାକୁର ଅନୁକୂଳଚନ୍ଦ୍ର ଙ୍କର ଶୁଭ ଆଗମନୀ ମହୋତ୍ସବ ଯାତ୍ରା

ସୁଆଣ୍ଡୋ: ସାକ୍ଷୀଗୋପାଳ ମନ୍ଦିର ନିକଟରେ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଏକାଦଶ ବାର୍ଷିକ ସ୍ମୃତି ମହୋତ୍ସବ ଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ବର୍ଣାଢ୍ୟ ଶୋଭାଯାତ୍ରାରେ ଘଣ୍ଟ ଘଣ୍ଟା ଶଙ୍ଖ ସଂକୀର୍ତ୍ତନ ହରିବୋଲ ହୁଳହୁଳି ମଧ୍ୟରେ ଅନୁଗାମୀ ମାନେ ବଜାର ବାଟଦେଇ ସାକ୍ଷୀଗୋପାଳ ସତସଙ୍ଘ ବିହାର ପରିସରରେ ପହଞ୍ଚି ଥିଲେ । ଆୟୋଜିତ ଆଧ୍ୟାତ୍ମିକ ସଭାରେ ଆନନ୍ଦରେ ନିଜକୁ ଅଭିଷିକ୍ତ କରିବା ପରିବାର ପରିଜନ ସହ ଶାନ୍ତି ଓ ସ୍ୱସ୍ତି ସହ ପ୍ରଭୁଙ୍କ ଦିବ୍ୟ ଭାବାଦର୍ଶରେ ଅନୁପ୍ରାଣିତ ହେବାକୁ ପୂଜ୍ୟ ଋତ୍ୱିକ ମାନେ ଆଲୋକପାତ କରିଥିଲେ। ସାକ୍ଷୀଗୋପାଳ ସତସଙ୍ଘ ଉତ୍ସବ କମିଟିର ସଭାପତି ପ୍ରହଲ୍ଲାଦ ଘଟୁଆରୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories