ଭଦ୍ରକ : କୁନି ଝିଅକୁ ଧରି ବାପା ବୈତରଣୀକୁ ଡେଇଁ ନିଖୋଜ ଘଟଣାରେ ଯୁବକଙ୍କ ମୃତଦେହ ମିଳିଛି। ବୈତରଣୀ ନଦୀର କଣ୍ଟିଘାଇରୁ ବାପାର ମୃତଦେହ ମିଳିଛି। ପ୍ରାୟ ୩୫ ଘଣ୍ଟା ପରେ ମିଳିଲା ଚନ୍ଦନ ସାହୁଙ୍କ ମୃତଦେହ। ମୃତଦେହ ଚିହ୍ନଟ କଲେ ଚନ୍ଦନଙ୍କ ଭିଣୋଇ। ମାତ୍ର ଏଯାଏଁ ନିଖୋଜ କୁନିଝିଅର ପତ୍ତା ମିଳିନାହିଁ। ଖୋଜାଖୋଜି ଜାରି ରହିଛି। ୨୭ ତାରିଖରେ ନିଜ କୁନି ଝିଅକୁ ଧରି ନଦୀକୁ ଡେଇଁପଡିଥିଲେ ଚନ୍ଦନ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
Popular Categories



