ଭବାନୀପାଟଣା : ସହରର ଅର୍କାବାହିଲି ପଡାରେ ଏକ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ପରମେଶ୍ବର ନାଏକଙ୍କ ପୁଅ ସାଗର ନାଏକ (୨୨) ବୋଲି ଜଣା ପଡିଛି। ପଡାର କିଛି ଲୋକ ଏହା ଦେଖିବା ପରେ ଟାଉନ ଥାନାକୁ ଖବର ଦେଇଥିଲେ। ଟାଉନ ଥାନା ପୁଲିସ ଘଟଣାର ତଦନ୍ତ କରୁଛି। ଏହା ଏକ ଆତ୍ମହତ୍ୟା ନା ହତ୍ୟା ଏଯାଏଁ ସ୍ପଷ୍ଟ ହୋଇ ନାହିଁ।
Popular Categories



