www.samajalive.in
Friday, December 5, 2025
17.1 C
Bhubaneswar

ଗ୍ରୀଷ୍ମପ୍ରବାହରୁ ପିଲାଙ୍କୁ ମୁକ୍ତି ପାଇଁ ପଙ୍ଖା ବାଣ୍ଟିଲେ କର୍ପୋରେଟର

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଗ୍ରୀଷ୍ମର ପ୍ରକୋପ ବଢ଼ିବାରେ ଲାଗିଛି। ସକାଳ ୯ଟା ପରରୁ ଘରୁ ବାହାରିବା ମଧ୍ୟ କଷ୍ଟ ହୋଇପଡୁଛି। ଅପରପକ୍ଷରେ ବର୍ତ୍ତମାନ ସ୍କୁଲରେ ପାଠପଢା ମଧ୍ୟ ଚାଲିଛି। ଗ୍ରୀଷ୍ମପ୍ରବାହରେ ଛାତ୍ରଛାତ୍ରୀଙ୍କ ପକ୍ଷେ ପାଠପଢିବାରେ ଅସୁବିଧା ହେଉଛି। ଏଭଳି ସମୟରେ ସହଯୋଗର ହାତ ବଢାଇଛନ୍ତି ବ୍ରହ୍ମପୁର ସହରର ୨୬ ନମ୍ବର ୱାର୍ଡର ଯୁବ କର୍ପୋରେଟର ଧୀରେଶ ସାବତ। ସେ ୨୬ ଏବଂ ୨୭ ନମ୍ବର ୱାର୍ଡରେ ଥିବା ୩ଟି ପ୍ରାଥମିକ ବିଦ୍ୟାଳୟକୁ ନିଜସ୍ୱ ଉଦ୍ୟମରେ ପଙ୍ଖା ବଣ୍ଟନ କରିଛନ୍ତି। ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଅଭିଭାବକ ମାନେ ଏଥିପାଇଁ ପାଇଁ କର୍ପୋରେଟର ଧୀରେଶଙ୍କୁ ପ୍ରଶଂସା କରିଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories