www.samajalive.in
Saturday, December 6, 2025
23.1 C
Bhubaneswar

ଏକ୍ସପ୍ରେସରେ ଧୂଆଁ ; ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌

ବ୍ରହ୍ମପୁର : ଏକ୍ସପ୍ରେସ ଟ୍ରେନରେ ଧୂଆଁ। ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇଛନ୍ତି। ବ୍ରହ୍ମପୁର ଷ୍ଟେସନରେ ଧୂଆଁ ବାହାରିବା ଦେଖି ଯାତ୍ରୀ ଭୟଭୀତ ହେବା ସହ ଗାଡିରୁ ଓହ୍ଲାଇଯାଇଥିବା ନେଇ ଖବର ମିଳିଛି। ଧୂଆଁକୁ ନିର୍ବାପିତ କରାଯାଇଥିଲେ ମଧ୍ୟ ଟ୍ରେନରେ ଯିବାକୁ ଯାତ୍ରୀ ଅମଙ୍ଗ ହେଉଛନ୍ତି ବୋଲି ସୂଚନା ମିଳିଛି। ନିକଟରେ ବଡ ଦୁର୍ଘଟଣା ଘଟିଥିବାରୁ ଯାତ୍ରୀ ଉକ୍ତ ବଗିରେ ଯିବାକୁ ଅମଙ୍ଗ ହେଉଛନ୍ତି। ଏହାପରେ ଯାତ୍ରୀଙ୍କୁ ବୁଝାସୁଝା କରି ଟ୍ରେନରେ ବସାଯିବା ସହ ଦୀର୍ଘ ୪୫ ମିନିଟ୍‌‌ ପରେ ଟ୍ରେନ୍‌‌ ଛାଡିଲା । ସର୍ଟ ସର୍କିଟରୁ ଧୂଆଁ ବାହାରିଥିବା ନେଇ ଓ ସାମାନ୍ୟ ବିଦ୍ୟୁତ ସମସ୍ୟା ଥିଲା। ତାହା ଠିକ୍‌‌ କରାଯାଇଛି ବୋଲି ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ମିଳିଛି।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories