www.samajalive.in
Saturday, December 6, 2025
15.1 C
Bhubaneswar

ଆଦ୍ୟ ଶୈଶବର ଯତ୍ନ ଓ ବିକାଶ ତାଲିମ ଶିବିର 

ବେଗୁନିଆ : ବେଗୁନିଆ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ୟ୍ୟାଳୟ ତରଫରୁ ଆଜିଠାରୁ ୬ ଦିନ ବ୍ୟାପି ଆଦ୍ୟ ଶୈଶବର ଯତ୍ନ ଓ ବିକାଶ ତାଲିମ ଶିବିର ଗଡ଼ମାଣତିର ସେକ୍ଟରର ଗ୍ରାମପଞ୍ଚାୟତ ସଭାଗୃହରେ ଆରମ୍ଭ ହୋଇଛି ।ଦେଉଳି ,ଗୋବିନ୍ଦପୁର ,ବୋତଳମା ଏବଂ ଗଡ଼ମାଣତିର ପଂଚାୟତରେ କାର୍ୟ୍ୟରତ ଅଙ୍ଗନବାଡି କର୍ମୀମାନଙ୍କୁ ସି ଡି ପି ଓ ରଞ୍ଜୁବାଳା ସାହୁ ,ସୁପରଭାଇଜର ପାର୍ବତୀ ମହାନ୍ତି ଜ୍ୟୋତିର୍ମୟୀ ଦାଶ ଉପସ୍ଥିତ ରହି ତାଲିମ ପ୍ରଦାନ କରିଥିଲେ । ୦ରୁ ୬ ବର୍ଷ ପିଲାମାନଙ୍କର ମାତୃଗର୍ଭରେ ଭ୍ରୁଣ ସଞ୍ଚାର ଠାରୁ ପ୍ରାକ ପ୍ରସବ ,ଆଦ୍ୟ ଶୈଶବ ଓ ଆଦ୍ୟବାଲ୍ୟାବସ୍ଥାରେ ଶିଶୁର ସାମାଜିକ ଚାଲିଚଳନ,ଶିକ୍ଷାକ୍ଷେତ୍ରରେ ବିକାଶ ଏବଂ ଶିଶୁ ବିକାଶର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories