www.samajalive.in
Saturday, December 6, 2025
26.1 C
Bhubaneswar

ଘରୋଇ ଉପଚାରରେ ଦୂର କରନ୍ତୁ ମୁହଁର ଦାଗ

ମୁହଁର ବିଭିନ୍ନ ଦାଗ, କଳା ଦାଗ (ବ୍ଲାକ୍‍ ହେଡ଼ସ୍‍ ),ବ୍ରଣ ଆଦି ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବହୁ ପ୍ରକାର କ୍ରିମ ବ୍ୟବହାର କରୁ। ପାର୍ଲର ମଧ୍ୟ ଯାଉ। କିନ୍ତୁ ସାଧାରଣ ଘରୋଇ ଉପାୟ ଦ୍ୱାରା ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା। ଜାଣନ୍ତୁ ସେଭଳି ସହଜ ଘରୋଇ ଉପାୟ ବିଷୟରେ ….
ପାନ – ମୁହଁର ଏହି ସମସ୍ତ ସମସ୍ୟାକୁ ପାନ ଦୂର କରିଥାଏ।
ଜାଣନ୍ତୁ ମୁହଁ ପାଇଁ ପାନ ବ୍ୟବହାର କିପରି କରିବେ; ୩ ରୁ ୪ଟି ପାନ ପତ୍ରକୁ ଭଲ ଭାବେ ଧୋଇ ରଖନ୍ତୁ। ଏହି ପତ୍ରରେ କିଛି ହଳଦୀ ଗୁଣ୍ଡ ମିଶାଇ ଏହାକୁ ପେଷି ପେଷ୍ଟ ପ୍ରସ୍ତୁତ କରି ଦିଅନ୍ତୁ। ଏହି ପେଷ୍ଟକୁ ନିୟମିତ ୨ରୁ ୩ ସପ୍ତାହ ଲଗାଇଲେ ମୁହଁରୁ ବ୍ରଣ ଓ ବିଭିନ୍ନ ଦାଗ ସଂପୂର୍ଣ୍ଣ ଦୂର ହୋଇଯିବ।
ବହୁ ସମୟରେ ନାକରେ କଳା ଦାଗ ହୋଇଯାଏ। ଏଥିରୁ ମୁକ୍ତି ପାଇବାର ସହଜ ଉପାୟ ହେଉଛି ଦାନ୍ତ ଘଷିବା ପେଷ୍ଟକୁ ନାକରେ ଦାଗଥିବା ସ୍ଥାନରେ ରାତିରେ ଲଗାନ୍ତୁ ଓ ସକାଳେ ଧୋଇ ଦିଅନ୍ତୁ ।
ମୁହଁ ରଙ୍ଗ ଗୋରା ଓ ଉଜ୍ଜଳ କରିବା ପାଇଁ କିଛି ପେଷ୍ଟରେ ଅଳ୍ପ ଲେମ୍ବୁରସ ମିଶାନ୍ତୁ । ଏହାକୁ ମୁହଁରେ ଲଗାନ୍ତୁ। କିଛି ସମୟ ପରେ ମୁହଁ ଧୋଇ ଦିଅନ୍ତୁ। ଏହା ଦ୍ୱାରା ମୁହଁର ରଙ୍ଗ ଗୋରା ହେବା ସହ ସମସ୍ତ ଦାଗ ମଧ୍ୟ ଦୂର ହୋଇଥାଏ ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories