www.samajalive.in
Saturday, December 6, 2025
14.1 C
Bhubaneswar

ଏକାମ୍ର ଗ୍ରାମୀଣ ଦୟା ନଦୀବନ୍ଧରେ ନିର୍ମାଣ ହେବ ୨ଲେନ ସଡ଼କ

ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ, ରାଷ୍ଟ୍ରୀୟ ପ୍ରବକ୍ତା ଏବଂ ଆନ୍ତର୍ଜାତୀୟ ଆଇପିୟୁ କାର୍ଯ୍ୟବାହୀ ସଦସ୍ୟ ଅପରାଜିତା ଷଡ଼ଙ୍ଗୀ  ଆଜି ଏକାମ୍ର ଗ୍ରାମୀଣ ଦୟା ନଦୀ କୂଳରେ ୪ ଟି ପଞ୍ଚାୟତକୁ ସଂଯୋଗ କରୁଥିବା ୮.୫ କିଲୋମିଟର ରାସ୍ତା ୧୮ କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରଶସ୍ତ ହୋଇ ୨ଲେନ ହେବା ସହ ଜନ ଜୀବନ ସରଳ ହେବ । ଏହି କ୍ରମରେ ୧ କୋଟି ୨୮ ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ଜମି ଅଧିଗ୍ରହଣ ପାଇଁ ସହଯୋଗ କରିବା ପାଇଁ ଅଞ୍ଚଳ ବାସୀଙ୍କୁ ସାଂସଦ ଆଗ୍ରହ କରିଛନ୍ତି ।
ଏହି ଅବସରରେ ଉପସ୍ଥିତ ଅଧିକାରୀ ମାନଙ୍କୁ ପ୍ରକଳ୍ପ କାର୍ଯ୍ୟ ଯଥା ଶୀଘ୍ର ଆରମ୍ଭ କରିବା ସହ ଧାର୍ଯ୍ୟ ସମୟରେ ସମାପ୍ତ କରିବା ପାଇଁ ଲକ୍ଷ ଧାର୍ଯ୍ୟ  କରିଥିଲେ । ଏହି ଅବସରରେ ସ୍ଥାନୀୟ ନେତୃବୃନ୍ଦଙ୍କ ସହ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories