ଭୁବନେଶ୍ୱର : ଅକ୍ଟୋବର ୨ ରୁ ନଭେମ୍ବର ୨ ପର୍ଯ୍ୟନ୍ତ ସାରା ରାଜ୍ୟବ୍ୟାପୀ ବିଜୁ ଛାତ୍ର ଜନତା ଦଳର ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଆୟୋଜିତ ହେବାକୁ ଥିବା ବିଜୁ ଛାତ୍ର ଜନତା ଦଳର ସାମାଜିକ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଅକ୍ଟୋବର ୦୭ ତାରିଖ, ଗୁରୁବାର ଦିନ, ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ୱୟଶାସିତ ମହାବିଦ୍ୟାଳୟ (ବିଜେବି କଲେଜ) ପ୍ରାଙ୍ଗଣରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଅଛି।

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସାମାଜିକ କାର୍ଯ୍ୟକ୍ରମ
Popular Categories



