www.samajalive.in
Saturday, December 6, 2025
15.1 C
Bhubaneswar

ତହସିଲ କାର୍ୟ୍ୟାଳୟରେ ବିଷ ପିଇଲେ ଯୁବକ

ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ତହସିଲ କାର୍ୟ୍ୟାଳୟରେ ଆଜି ଏକ ଅଘଟଣ ଘଟିଥିବା ନେଇ ଖବର ମିଳିଛି।  ଜମି ଚିହ୍ନଟରେ ତହସିଲ କାର୍ୟ୍ୟାଳୟର ସହଯୋଗ ମିଳୁ ନଥିବା ଅଭିଯୋଗ କରି କାର୍ୟ୍ୟାଳୟରେ ବିଷ ପିଇଲେ ଯୁବକ । ଗୁରୁତର ଆହତ ଯୁବକଙ୍କୁ ବାସୁଦେବପୁର ଡାକ୍ତର ଖାନାରେ ଭର୍ତି କରାଯାଇଛି। ସେ ହେଲେ ଶିବାଜୀ ଆର୍ତ୍ତୁଙ୍ଗ ଗ୍ରାମର ବୃନ୍ଦାବନ ଦାସଙ୍କ ପୁଅ ଶିବାଜୀ ଦାସ (୨୫)। ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ଡାକ୍ତରଖାନାକୁ ଯୁବକକୁ ସ୍ଥାନାନ୍ତର କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories