ବାସୁଦେବପୁର: ଡକାୟତ ଗ୍ୟାଙ୍ଗକୁ କାବୁକଲା ବାସୁଦେବପୁର ପୁଲିସ। ଏହି ଗ୍ୟାଙ୍ଗରେ ପାଞ୍ଚଜଣକୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ ସୁନା, ରୁପା, ନଗଦ ଅର୍ଥରାଶି ସହିତ ବନ୍ଧୁକକୁ ଜବତ କରାଯାଇଛି। ସେମାନଙ୍କ ମଧ୍ୟରୁ ଚଗଲା ନାମରେ ବିଭିନ୍ନ ଥାନାରେ ୩୯ ଗୋଟି ଡକାୟତି ଓ ଚୋରି ମାମଲା ରହିଥିବା ସଦର ଏସଡିପିଓ ବିଚିତ୍ରାନନ୍ଦ ସେଠୀ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି। ଏହି ଅବସରରେ ଥାନାଧିକାରିଣୀ ଲୋପାମୁଦ୍ରା ନାୟକଙ୍କ ସମେତ ପୁଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ।
ବାସ୍ ଗୋଟିଏ ଦିନ ପରେ.. ନବପଞ୍ଚମ ଯୋଗ ଏହି ରାଶିଙ୍କୁ କୋଟିପତି କରିବେ ପ୍ରଭୁ ଗଣେଶ..
ଗଣେଶ ପୂଜାରେ ରାଶି ଅନୁଯାୟୀ ଅର୍ପଣ କରନ୍ତୁ ଏହି ଭୋଗ: ମିଳିବ ଧନ ଠାରୁ ଆରମ୍ଭ କରି ସଫଳତା, ସୁଖମୟ ଦାମ୍ପତ୍ୟ ଜୀବନ..



