ଗଣେଶ ପୂଜାରେ ରାଶି ଅନୁଯାୟୀ ଅର୍ପଣ କରନ୍ତୁ ଏହି ଭୋଗ: ମିଳିବ ଧନ ଠାରୁ ଆରମ୍ଭ କରି ସଫଳତା, ସୁଖମୟ ଦାମ୍ପତ୍ୟ ଜୀବନ..
ଚଳିତ ବର୍ଷ ୨୭ ଅଗଷ୍ଟରେ ପାଳନ କରାଯାଉଛି ଅଗ୍ରପୂଜ୍ୟ ପ୍ରଭୁ ଗଣେଶଙ୍କ ପୂଜା ଉତ୍ସବ ।ଏହି ଦିନ ପ୍ରଭୁଙ୍କର ବିଶେଷ ଭାବେ ପୂଜାର୍ଚ୍ଚନା କରାଯିବା ସହ ମୋଦକ, ଲଡୁ, ବିଭିନ୍ନ ପ୍ରକାରର ଭୋଗ ଅର୍ପଣ କରାଯାଏ । ଶାସ୍ତ୍ର ଅନୁସାରେ ଏହି ଦିନ ରାଶି ଅନୁସାରେ ପ୍ରଭୁଙ୍କୁ ଭୋଗ ଅର୍ପଣ କରିବା ଦ୍ୱାରା ପ୍ରଭୁ ଶୀଘ୍ର ପ୍ରସନ୍ନ ହେବା ସହ ମନସ୍କାମନା ପୂରଣ ହୋଇଥାଏ । ଶ୍ରଦ୍ଧାଳୁଙ୍କୁ ସୁଖ-ସମୃଦ୍ଧି, ସୌଭାଗ୍ୟ ଓ ସଫଳତା ପ୍ରାପ୍ତି ହୋଇଥାଏ । … Continue reading ଗଣେଶ ପୂଜାରେ ରାଶି ଅନୁଯାୟୀ ଅର୍ପଣ କରନ୍ତୁ ଏହି ଭୋଗ: ମିଳିବ ଧନ ଠାରୁ ଆରମ୍ଭ କରି ସଫଳତା, ସୁଖମୟ ଦାମ୍ପତ୍ୟ ଜୀବନ..
Copy and paste this URL into your WordPress site to embed
Copy and paste this code into your site to embed