www.samajalive.in
Thursday, December 11, 2025
14.1 C
Bhubaneswar

ବାସ୍କେଟବଲରେ ନୂଆ ସମ୍ଭାବନା – ରୂପଶ୍ରୀ ନାୟକ

ଜାତୀୟ ବାସ୍କେଟବଲରେ ଓଡ଼ିଶା ମହିଳା ଖେଳାଳିଙ୍କ ସଫଳତା ନକହିଲେ ଭଲ। ମହିଳା ବାସ୍କେଟବଲରେ ଓଡ଼ିଶାର ସଫଳତା ସେଭଳି ଉଲ୍ଲେଖନୀୟ ନଥିବାବେଳେ ଏବେ କିନ୍ତୁ ଖେଳ ପ୍ରତି ଯୁବ ଖେଳାଳିଙ୍କ ଆଗ୍ରହ ବଢିବାରେ ଲାଗିିଛି। ଏଭଳି ଜଣେ ମହିଳା ବାସ୍କେଟବଲ ଖେଳାଳି ହେଉଛନ୍ତି ରୂପଶ୍ରୀ ନାୟକ। ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସର ଅନ୍ତେବାସୀ ରୂପଶ୍ରୀ ଓଡ଼ିଶା ବାସ୍କେଟବଲରେ ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି।

କେନ୍ଦ୍ରାପଡା ଜିଲା ଆଳିର ରୂପଶ୍ରୀ ୨୦୧୯ରେ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସରେ ଯୋଗ ଦେଇଥିଲେ। କ୍ରୀଡ଼ା ଛାତ୍ରାବାସର ପ୍ରଶିକ୍ଷିକା ସ୍ମରିତା ସାମନ୍ତରାୟଙ୍କ ପ୍ରଶିକ୍ଷଣରେ ସେ ଆଗକୁ ବଢିଛନ୍ତି। ନିକଟରେ କଟକରେ ଆୟୋଜିତ ରାଜ୍ୟ ବାସ୍କେଟବଲ ପ୍ରତିଯୋଗିତାରେ ରୂପଶ୍ରୀ ପୁରୀ ପକ୍ଷରୁ ଅଗ୍ରଭାଗ ଖେଳାଳି ଭାବେ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ।

- Advertisement -

ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସରେ ଯୋଗଦେବା ପରେ ପ୍ରଶିକ୍ଷକଙ୍କ ନିକଟରୁ ପ୍ରଶିକ୍ଷଣ ହାସଲ କରି ବହୁତ କିଛି ଶିଖିବାକୁ ମିଳିିଛି। ବାସ୍କେଟବଲ ପ୍ରତି ଆଗ୍ରହ ରହିଥିବାରୁ ଏହି ଖେଳକୁ ଆପଣାଇଛି। ଏବେ ବହୁତ କିଛି ଶିଖିବାର ସମୟ। ଏଥିପାଇଁ କଠିନ ପରିଶ୍ରମ କରୁଛି। ଜାତୀୟ ଦଳ ପକ୍ଷରୁ ଖେଳିବାର ଲକ୍ଷ୍ୟ ରହିଛି। ୍ରଥମେ ଓଡ଼ିଶା ଦଳ ପକ୍ଷରୁ ଜାତୀୟ ପ୍ରତିଯୋଗିତା ଖେଳିବା ମୋର ଲକ୍ଷ୍ୟ ବୋଲି ରୂପଶ୍ରୀ କହିଛନ୍ତି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories