ବାଙ୍କୀ: କଟକ-ବାଙ୍କୀ କଇଁମୁଣ୍ଡି ଛକରେ ବୋମାମାଡ ହୋଇଛି। ସେତୁ ନିର୍ମାଣ କରୁଥିବା ଠିକା ସଂସ୍ଥା ଉପରେ ଦୁଇ ଟି ବୋମାମାଡ ହୋଇଥିବା ସୂଚନା ମିଳିଛି। ସେତୁ କାମରେ ନିୟୋଜିତ ହୋଇଥିବା ମେସିନ୍ ଏହି ବୋମାମାଡରେ କ୍ଷତିଗ୍ରସ୍ତ ହୋଇଛି। ଦାଦାବଟି କୁ ନେଇ ଠିକାସଂସ୍ଥା ଉପରେ ବୋମାମାଡ ହୋଇଥିବା ସନ୍ଦେହ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ ବାଙ୍କୀ ପୁଲିସ୍ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।
Popular Categories



