www.samajalive.in
Sunday, December 14, 2025
23.1 C
Bhubaneswar

୨୦୨୨ ପୁଲିତଜର ପୁରସ୍କାର ପାଇବେ ସାମ୍ବାଦିକା ଫାହମିଦା ଅଜିମ

ଡେସ୍କ: ବାଂଲାଦେଶରେ ଜନ୍ମିତ ଫାହମିଦା ଅଜିମ ୨୦୨୨ ପୁଲିତଜର ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ସେ ଆମେରିକାର ଇନ୍‍ସାଇଡର୍‍ ଅନ୍‍ଲାଇନ୍‍ ପତ୍ରିକା ପାଇଁ କାର୍ଯ୍ୟ କରୁଛନ୍ତି। ଇଲୁଷ୍ଟ୍ରେଟେଡ୍‍ ରିପୋର୍ଟିଂ ଆଣ୍ଡ କମେଣ୍ଟାରୀ ବର୍ଗରେ ତାଙ୍କୁ ୨୦୨୨ ପାଇଁ ପୁଲିତ୍‍ଜର ପୁରସ୍କାର ପ୍ରଦାନ କରାଯିବ। ତାଙ୍କୁ ମିଶାଇ ୪ ଜଣ ସାମ୍ବାଦିକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଅନ୍ୟ ସାମ୍ବାଦିକମାନେ ହେଲେ ଆନ୍ଥୋନୀ ଡେଲ୍‍ କୋଲ୍‍, ଜୋସ୍‍ ଆଦାମ୍‍ସ ଓ ୱାଲଟ୍‍ ହିକି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories