www.samajalive.in
Saturday, December 6, 2025
14.1 C
Bhubaneswar

ବଙ୍ଗୋମୁଣ୍ଡା ସାହିତ୍ୟ କଳାପରିଷଦ ପକ୍ଷରୁ ୧୫୭ତମ ପ୍ରକୃତି କବି ଗଙ୍ଗାଧର ଜୟନ୍ତୀ ପାଳିତ

ବଙ୍ଗୋମୁଣ୍ଡା : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକର ଅଗ୍ରଣୀ ଅନୁଷ୍ଠାନ ସାହିତ୍ୟ କଳାପରିଷଦ ଆନୁକୂଲ୍ୟ ରେ ୧୫୭ ତମ ପ୍ରକୃତି କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇଯାଇଛି । ସାହିତ୍ୟ କଳାପରିଷଦର ସଭାପତି ଡ଼ ନାରାୟଣ ମିଶ୍ର ସଭାପତିତ୍ୱରେ ଗଙ୍ଗାଧର ଜୟନ୍ତୀ ପାଳନ ହୋଇଥିଲା । ଏହି ଅବସରରେରେ ବଙ୍ଗୋମୁଣ୍ଡା ସମାଜସେବୀ ଅଜିତ କୁମାର ଯୋଷୀ ମୁଖ୍ୟଅତିଥି ରୂପେ ଯୋଗଦାନ ଦେଇ ଗଙ୍ଗାଧରଙ୍କ ଜୀବନି ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ଉପ ସଭାପତି ସୁରେଶ ଭୋଇ, ସାଧାରଣ ସମ୍ପାଦକ ନିଗମାନନ୍ଦ ଦାସ, କୋଷାଧ୍ୟକ୍ଷ ଆନନ୍ଦ କୁମାର ଅଗ୍ରୱାଲ, ସମ୍ପାଦକ ରଶ୍ମିରଞ୍ଜନ ପୁଟେଲ,ସାଂସ୍କୃତିକ ସମ୍ପାଦକ ରେଣୁ ରଞ୍ଜନ ବାଗ, ସନ୍ତୋଷ ତ୍ରିପାଠୀ, ନେତ୍ରାନନ୍ଦ ସାହୁ, ବିନେଶ କିଶାନ, ଅମିତ କୁମାର ଥନାପତି, ଧନଞ୍ଜୟ ଛତ୍ରିଆ, ଡମରୁ ପାଣିଗ୍ରାହୀ, ଦଇତାରି ଯୁଗ୍ନିଆ, ହରେ ଯୁଗ୍ନିଆ, ନିରଞ୍ଜନ ବର୍ଗତ୍ତୀ , ଡମରୁଧର କୁଅଁର ଅନୁଷ୍ଠାନ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଶେଷରେ ଉପ ସଭାପତି ସୁରେଶ ଭୋଇ ଧନ୍ୟବାଦ ଅପର୍ଣ କରିଥିଲେ । ସାଧାରଣ ସଂପାଦକ ନିଗମାନନ୍ଦ ଦାସ ଗଙ୍ଗାଧର ମେହେରଙ୍କ ବିଶ୍ୱ ଦେଖ ମଧୁ ମେହ ରେ ଜୀବନ ସମବେତ କଣ୍ଠ ରେ କବିତା ଅବୃତ୍ତି କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories