ବାଲିଗୁଡ଼ା:ମଙ୍ଗଳବାର କୋଟଗଡ଼ ଥାନା ପଣ୍ଡାଇର୍ପି ମୁଣ୍ଡାସାହି ନିକଟରେ ବସ ଦୁର୍ଘଟଣା ହୋଇଛି। ଚକା ଫାଟିବାରୁ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବସ ଦୁର୍ଘଟଣାରେ ୪୦ଜଣ ଆହତ ହୋଇଥିବା ସୂଚନା ମିିଳିଛି। ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନିଟକସ୍ଥ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଗ୍ରସ୍ତ ‘ସାଲୁଙ୍କି’ ବସ ମୁନିଗୁଡ଼ାରୁ ଫୁଲବାଣୀ ଆସୁଥିବା ଜଣାପଡ଼ିଛି।
Popular Categories



