www.samajalive.in
Saturday, December 6, 2025
23.1 C
Bhubaneswar

ପ୍ରତିବିମ୍ବ ଶିବିରରେ ଡାଙ୍ଗରପଦା ହାଇସ୍କୁଲ ରାଜ୍ୟରେ ପ୍ରଥମ, ୭ଟି ବିଭାଗରେ ସ୍ୱର୍ଣ୍ଣ ପଦକ ଓ ଟ୍ରଫି ହାସଲ

ବାଲିଆପାଳ:ଭାରତ ସ୍କାଉଡ ଗାଇଡ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ପ୍ରତିବିମ୍ବ ପ୍ରତିଯୋଗିତାରେ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଡାଙ୍ଗରପଦା ହାଇସ୍କୁଲ ରାଜ୍ୟ ସ୍ତରରେ ପ୍ରଥମ ହୋଇଛି। ଏହି କାର୍ଯ୍ୟକ୍ରମରେ ଯୋଗ ,ଶାରୀରିକ ପ୍ରଦର୍ଶନ, ନାଟକ, କ୍ୟାମ୍ପ ଫାୟାର, କୁଇଜ, ଡିବେଟ, ଗ୍ଲୋଡେନ ଏରା ପ୍ରଭୃତି ୭ଟି ବିଭାଗରେ ସ୍ୱର୍ଣ୍ଣ ପଦକ ଓ ଟ୍ରଫି ହାସଲ କରି ବାଲେଶ୍ୱର ଜିଲା ପାଇଁ ଗର୍ବ ଆଣିଛନ୍ତି ।

ଏହି କାର୍ଯ୍ୟକ୍ରମରେ ସ୍କାଉଟ ମାଷ୍ଟର ଶିକ୍ଷକ ସଞ୍ଜିତ କୁମାର ଜେନା,ଗାଇଡ କ୍ୟାପ୍‌ଟେନ ଶିକ୍ଷୟିତ୍ରୀ ରଶ୍ମିତା ସୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଛାତ୍ରୀ ସାଇପ୍ରଭା ନନ୍ଦୀ, ଅର୍ପିତା ପରିଡା, ସଞ୍ଜୀତା ବେହେରା, ଅର୍ଚ୍ଚିତା ଜେନା, ଜ୍ୟୋସ୍ନା ଦଳାଇ, କ୍ରୀଷ୍ଣା କୁମାରୀ ପାତ୍ର, ବୀପାସା ବେହେରା,ସୁନିତା ଅଧିକାରୀ,ପ୍ରତିଭା ପ୍ରଧାନ,ସାଇସ୍ମୃତି ସାହୁ,ରେବତୀ ପାତ୍ର,ଆର୍ଦଶପ୍ରତୀକ ଜେନା, ଚିନ୍ମୟ ଭଞ୍ଜ, ସନ୍ଦୀପ ଜେନା, ବିକାଶ ଜେନା, ଶ୍ରୀକୃଷ୍ଣ ମାଝୀ, ଶୁଭଜିତ ଜେନା, ରାଜକୁମାର ଜେନା, ବିଶ୍ୱଜିତ ପ୍ରଧାନ, ଜୟକୃଷ୍ଣ ମାଣିକ ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟ ପାଇଁ ଗୈାରବ ଆଣିଛନ୍ତି ।

- Advertisement -

ଏହି ସଫଳତା ପାଇଁ ଜିଲା ଶିକ୍ଷାଧିକାରିଣୀ ପ୍ରାଚୀ ତନୟା ଗିରି, ଶାରୀରିକ ଶିକ୍ଷା ଅଧିକାରୀ ଅଶୋକ କୁମାର ନାୟକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories