ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ

ବାଲେଶ୍ବର: ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ ସହ ୫ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ହୋଇଛି। ଦୋଷୀ ସେକ୍ ତହୁରକୁ ସ୍ବତନ୍ତ୍ର ପକ୍ସୋ କୋର୍ଟ ଦଣ୍ଡାଦେଶ ଦେଇଛନ୍ତି। ୨୦୨୧ ଟାଉନ ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ପାଇଁ ଦୋଷୀ ସେକ୍ ତହୁରକୁ ଦଣ୍ଡାଦେଶ ହୋଇଛି।

Comments are closed.