କରୋନାରେ ବାଲେଶ୍ବରର ବରିଷ୍ଠ ଆଇନଜିବୀ ନିରଞ୍ଜନ ପଣ୍ତାଙ୍କ ଦେହାନ୍ତ ଆମ ଓଡ଼ିଶାନିଉଜ ଆଲର୍ଟ By Samaja Live Last updated Nov 6, 2020 Share ବାଲେଶ୍ଵର : ଆଉ ଜଣେ ଆଇନଜିବୀଙ୍କ ଜୀବନ ନେଇଛି ମହାମାରୀ କରୋନା। କରୋନାରେ ବାଲେଶ୍ବରର ବରିଷ୍ଠ ଆଇନଜିବୀ ନିରଞ୍ଜନ ପଣ୍ତାଙ୍କ ଦେହାନ୍ତ ହୋଇଛି। ଶ୍ରୀ ପଣ୍ଡା ଜିଲା ବାର ସଂଘର ସଭାପତି ଥିଲେ । Share FacebookTwitterWhatsApp
Comments are closed.