ଫାଣ୍ଡିରେ ବୃଦ୍ଧଙ୍କୁ ଥାର୍ଡ ଡିଗ୍ରୀ, ଭୀମଭୋଇ ମେଡ଼ିକାଲ ଆଇସିୟୁରେ ଭର୍ତ୍ତି
ବଲାଙ୍ଗିର: ଫାଣ୍ଡିରେ ବୃଦ୍ଧଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ ହୋଇଛି। ଫାଣ୍ଡିରେ ଥାର୍ଡ ଡିଗ୍ରୀ ପ୍ରୟୋଗ କରାଯାଇଥିବାରୁ ବୃଦ୍ଧଜଣକ ଗୁରୁତର ହୋଇଯାଇଛନ୍ତି। ସାଲେଭଟା ଫାଣ୍ଡିରେ ବୃଦ୍ଧଙ୍କୁ ଥାର୍ଡ ଡିଗ୍ରୀ କରାଯାଇଥିବାରୁ ସେ ଗୁରୁତର ହୋଇପଡ଼ିଥିଲେ ଏବଂ ତାଙ୍କୁ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡ଼ିକାଲ ଆଇସିୟୁରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଜମିରେ ଧାନ କଟାକୁ ନେଇ ଫାଣ୍ଡିରେ ଥାର୍ଡ ଡିଗ୍ରୀ ଅଭିଯୋଗ ହୋଇଛି।
Comments are closed.