www.samajalive.in
Saturday, December 6, 2025
14.1 C
Bhubaneswar

ବଳଙ୍ଗା ନାବାଳିକା ମାମଲା: ଗହଣା ଦୋକାନୀକୁ ଉଠାଇନେଲା ପୋଲିସ

ପିପିଲି: ବଳଙ୍ଗା ନାବାଳିକାଙ୍କ ଦେହରେ ନିଆଁ ଲଗାଇବା ଘଟଣାରେ ତନାଘନା ଜାରି । କ୍ରାଇମ ସ୍ପଷ୍ଟ ଖୋଲିପାରେ ଘଟଣାର ରହସ୍ୟ । ଘଟଣାସ୍ଥଳରୁ ମିଳିଥିବା ମୁଦି ନେଇ ତଦନ୍ତକାରୀ ଟିମ୍ ତନାଘନା ଆରମ୍ଭ କରିଛି । ମୁଦି ଅଣାଯାଇଥିବା ସୁନା ଦୋକାନୀଙ୍କୁ ଗୁରୁବାର ମଧ୍ୟରାତ୍ରିରେ ଉଠାଇ ନେଇଛି ପୋଲିସ । ବଳଙ୍ଗା ବଜାରରୁ ଉଠାଇନେଇ ପଚରାଉଚରା ଜାରିରଖିଛି ପୋଲିସ । ନାବାଳିକା ପୀଡ଼ିତା ଏବେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories