ମୋମୋତା, ୟିଙ୍ଗ୍‍ ଚମ୍ପିଆନ

0

ଜାକର୍ତ୍ତା : ଜାପାନର କେନ୍‍ତୋ ମୋମୋତା ଓ ଚାଇନିଜ ତାଇପେର ତାଇ ଜୁ ୟିଙ୍ଗ୍‍ ଏଠାରେ ଚାଲିଥିବା ଇଣ୍ଡୋନେସିଆ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଯଥାକ୍ରମେ ପୁରୁଷ ଓ ମହିଳା ସିଙ୍ଗଲ୍‌ସ ଚମ୍ପିଆନ ହୋଇଛନ୍ତି। ରବିବାର ଖେଳାଯାଇଥିବା ପୁରୁଷ ସିଙ୍ଗଲ୍‍ସ ଫାଇନାଲରେ ମୋମୋତା ୨୧-୧୪, ୨୧-୧୯ ଗେମରେ ଟପ୍‍ ସିଡ୍‍ ଡେନମାର୍କର ଭିକ୍ଟୋର ଆକ୍ସେଲସେନଙ୍କୁ ପରାସ୍ତ କରିଥିବାବେଳେ ମହିଳା ସିଙ୍ଗଲ୍‍ସ ଫାଇନାଲରେ ୟିଙ୍ଗ୍‍ ୨୧-୨୩, ୨୧-୧୫, ୨୧-୯ ଗେମରେ ଚୀନର ଚେନ୍‍ ୟୁଫେଇଙ୍କୁ ହରାଇଛନ୍ତି।

Leave A Reply