ଚାଷୀଙ୍କ ପଞ୍ଜିକରଣ ପାଇଁ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଦାବିପତ୍ର

ରେଙ୍ଗାଲିକ୍ୟାମ୍ପ : ଦିନକୁ ଦିନ ବଦଳୁଛି କୃଷି ନୀତି। ତେଣୁ ଚାଷୀଙ୍କ ନିଦ ହଜି ଯାଉଛି। ଏବେ ପୁଣି ରବି ଫସଲ ର ଧାନ ବିକ୍ରି କୁ ନେଇ ସୋସାଇଟି ପକ୍ଷରୁ ଯେଉଁ ଫର୍ମ ଦିଆଯାଉଛି ସେଥିରେ ନୂତନ ଭାବରେ ଦୁଇଟି ସ୍ତମ୍ଭ…
Read More...

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ଥ, ଯୁବକ ଗୁରୁତର

ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ  ୨୦ ନଂ ଜାତୀୟ ରାଜପଥ ଗଦାଧରପୁର ଶନିମନ୍ଦିର ନିକଟରେ ବାଇକ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ବାଇକ୍ ଆରୋହୀ ଜଣକ କେନ୍ଦୁଝରରୁ…
Read More...

ପ୍ରତିଶ୍ରୁତି ରଖିଲେନି ସରପଞ୍ଚ, ପାଣି ଟାଙ୍କି ଗୃହରେ ତାଲା ମାରିଲେ ମହିଳା

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆରେ ପାଣି ସମସ୍ୟା ନେଇ ସରପଞ୍ଚଙ୍କୁ ଲିଖିତ ଅଭିଯୋଗ କରିବାର ୧୫ ଦିନର ପ୍ରତିଶ୍ରୁତି ନ ରଖିବାରୁ ଆଜି ମହିଳା ମାନେ ପାଣି ଟାଙ୍କିର ଗୃହକୁ ତାଲା ମାରିଛନ୍ତି । କାଳିଆବେଡାସାହି,…
Read More...

ତୁରୁମୁଙ୍ଗା ବଜାରରେ ମୌଳିକ ସୁବିଧା ଏବେ ବି ଅପହଞ୍ଚ

ପାଟଣା : ପାଟଣା ବ୍ଲକର ଦ୍ବିତୀୟ ବୃହତ୍ତମ ବଜାର ଅଞ୍ଚଳ ଭାବେ ୪୯ ନଂ ଜାତୀୟ ରାଜପଥ ଅନ୍ତର୍ଗତ ତୁରୁମୁଙ୍ଗା ବଜାର ଜାତୀୟ ସ୍ତରରେ ପରିଚିତ ରହିଛି । ଗୋଟିଏ ଦିନରେ ସମଗ୍ର ପାଟଣା ବ୍ଲକରେ ଯେତିକି ଆର୍ଥିକ କାରବାର ହୁଏ…
Read More...

ଦାଦନ ଖଟିବାକୁ ଆନ୍ଧ୍ରକୁ ଯାଇଥିବା ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ, ରେଳ ଧାରଣାରୁ ମୃତଦେହ ଉଦ୍ଧାର

ନବରଙ୍ଗପୁର : ନବରଙ୍ଗପୁର ସଦର ମହକୁମାର ମଙ୍ଗରାଜ ସାହିରେ ରହୁଥିବା ୨୫ ବର୍ଷର ଯୁବକ ଗତ ୩ ମାସ ପୂର୍ବରୁ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଯାଇଥିବା ବେଳେ ଆଜି ଉକ୍ତ ଯୁବକର ସନ୍ଦେହ ଜନକ ଅବସ୍ଥାରେ ରେଳଧାରଣା ମୃତଦେହ…
Read More...

ପିପିଲି ଉପନିର୍ବାଚନ ପାଇଁ ବାଜିଲା ବିଗୁଲ୍‍

ପିପିଲି : ପିପିଲିର ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଖାଲି ପଡିଥିବା ଏହି ବିଧାନସଭା ଆସନରେ ଆସନ୍ତା ଅପ୍ରେଲ ୧୭ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଏସଂପର୍କରେ ଭାରତୀୟ ନିର୍ବାଚନ କମିଶନ ଆଜି…
Read More...

ଧାନ ବିକ୍ରି ପାଇଁ କଟକଣା, ଚିନ୍ତାରେ ବିଷ ପିଇ ଜୀବନ ହାରିଲେ ଚାଷୀ

ରେଙ୍ଗାଲି : କିଛି ଦିନର ବ୍ୟବଧାନ ପରେ ପୁଣି ଚାଷୀ ଆତ୍ମହତ୍ୟା ଭଳି ଘଟଣା ସାମ୍ନାକୁ ଆସିଛି। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍ ଝାଙ୍କରପାଲି ପଞ୍ଚାୟତ ର କୁସୁମଡିହି ଗ୍ରାମ ର ଦାମୋଦର ବଗର୍ତ୍ତି ନାମକ ଜନୈକ ୩୫…
Read More...

ଗଞ୍ଜେଇ ମାଫିଆଙ୍କ ଆଡ୍ଡା ପାଲଟିଛି ୧୦ ନମ୍ବର ରାଜ୍ୟରାଜପଥ, ୮ମାସ ରେ ଦେଢ କୁଇଣ୍ଟାଲ୍ ରୁ ଉର୍ଦ୍ଧ୍ବ  ଗଞ୍ଜେଇ ଜବତ

ରେଙ୍ଗାଲି : ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ ଆନ୍ତଃଜିଲ୍ଲା ଏବଂ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କ  ଆଡ୍ଡା ପାଲଟିଛି। ଏହିରାସ୍ତାରେ ୧୫ ତାରିଖ ଦିନ ସୁବର୍ଣ୍ଣପୁର ରୁ ଝାରସୁଗୁଡା କୁ ଏକ ହୋଣ୍ଡା ସିଟି…
Read More...

ହାତୀ ଆକ୍ରମଣରେ ଭିନ୍ନକ୍ଷମ ହୋଇଥିବା ବ୍ୟକ୍ତିଙ୍କ ଝିଅ ବିବାହ ପାଇଁ ସହାୟତାର ହାତ ବଢାଇଲା ବିଜେପି

ରେଙ୍ଗାଲି : ବିଗତ କିଛି ବର୍ଷ ପୂର୍ବେ ବମାଲୋଇ ପଞ୍ଚାୟତ ଅର୍ନ୍ଗତ ଢେର୍ରାପାଣି ଗ୍ରାମର ଜନ୍ମେଜୟ ସାହୁ ବଣୁଆଁ ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇ ଭିନ୍ନକ୍ଷମ ହୋଇଯାଇଥିଲେ।  ଧାନ କ୍ଷେତ ରେ ଧାନ ଜଗିଥିବା ବେଳେ ସେ…
Read More...

ଅପରାଧର ଗଡ଼ ଅତାବିରା…ମତୁଆଲା ରୁ ମର୍ଡର

ରେଙ୍ଗାଲିକ୍ୟାମ୍ପ : ସ୍ଥାନୀୟ ଅଞ୍ଚଳରେ ଅପରାଧ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଅବାଧରେ ମଦ, ଜୁଆ ସଟ୍ଟା ର କାରବାର ମଧ୍ୟ ବଢ଼ି ଚାଲିଛି। ମଦ ଆଜି ମଣିଷକୁ ଅଣାୟତ୍ତ କରୁଛି। ନିଶା ମଣିଷର ଚେତନା ଶକ୍ତିକୁ ନଷ୍ଟ କରି…
Read More...

କଇଁମୁଣ୍ଡି ବାଘରାଖୋଲ ଓ ଦେଉଳିଆ ପାହାଡରେ ନିଆଁ

ବାଙ୍କୀ : ବାଙ୍କୀ-ଡମପଡା ବ୍ଲକ ଅଧିନ ଡମପଡା-ଚନ୍ଦକା ଅଭୟାରଣ୍ୟ ପାଦ ଦେଶରେ କଇଁମୁଣ୍ଡି ଗ୍ରାମ ନିକଟସ୍ଥ ବାଘରାଖୋଲ ଓ ଦେଉଳିଆ ପାହାଡରେ ସୋମବାର ରାତ୍ରିରୁ ନିଆଁ ଜଳୁଛି। ଦୀର୍ଘ ୧୦ବର୍ଷ ପରେ ଏହି ପାହାଡ ଓ ଜଙ୍ଗଲ…
Read More...

ବ୍ୟାଙ୍କ ଧର୍ମଘଟ ଯୋଗୁଁ ଉପଭୋକ୍ତା ହନ୍ତସନ୍ତ

ପାଟଣା : ୟୁନାଇଟେଡ ଫୋରମ ଅଫ ୟୁନିଅନ ପକ୍ଷରୁ ବ୍ୟାଙ୍କ ଘରୋଇ କରଣକୁ ବିରୋଧ କରି ଦୁଇଦିନିଆ ଧର୍ମଘଟ ଡାକରା ଦିଆଯାଇଥିବାରୁ ଉପଭୋକ୍ତା ହନ୍ତସନ୍ତ ହୋଉଥିବା ଦେଖିବାକୁ ମିଳିଛି। ଆଜି କାର୍ଯ୍ୟ ଦିବସରେ ବ୍ୟାଙ୍କ ବନ୍ଦ…
Read More...

ଦଳିତ ମହାସଂଘ ପକ୍ଷରୁ ପିପିଲି ତହସିଲ ଘେରାଓ

ପିପିଲି : ଜାତୀୟ ଦଳିତ, ଆଦିବାସୀ, ସଂଖ୍ୟାଲଘୁ ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ସୋମବାର ପିପିଲିରେ ଏକ ବିକ୍ଷୋଭ ଶୋଭାଯାତ୍ରା କରାଯିବା ସହ ତହସିଲ କାର୍ଯ୍ୟାଳୟକୁ ଦୀର୍ଘ ୨ଘଣ୍ଟା କାଳ ଘେରାଓ କରାଯାଇଥିଲା ।…
Read More...

ଡା. ରାମଚନ୍ଦାନୀଙ୍କ ଟଙ୍କିକିଆ କ୍ଲିନିକକୁ ଧର୍ମେନ୍ଦ୍ରଙ୍କ ପ୍ରଶଂସା

ବୁର୍ଲା : ଭିମସାରର ସହକାରୀ ପ୍ରଫେସର ଡା. ଶଙ୍କର ରାମଚନ୍ଦାନୀ ଗତ ଫେବୃଆରୀ ମାସରେ ଗରିବ ରୋଗୀ ସେବାରେ ନିଆରା ପ୍ରୟାସ ଟଙ୍କିକିଆ କ୍ଲିନିକ୍‌ ଆରମ୍ଭ କରିଥିଲେ। କ୍ଲିନିକକୁ ଚିକିତ୍ସା ସେବା ପାଇବା ପାଇଁ ଆସୁଥିବା…
Read More...

ଆଦିମ ଲାଞ୍ଜିଆ ସୌରା ଜନଜାତିକୁ ବଞ୍ଚିବାର ରାହା ଯୋଗାଇଛି ସୂର୍ଯ୍ୟମୁଖୀ

ଗୁଣପୁର : ଡଙ୍ଗରିଆଙ୍କ ମୁଖ୍ୟତ୍ସୋତରେ ସାମିଲ କରିବାକୁ ପ୍ରଶାସନ ଏବେ ଅଣ୍ଟାଭିଡିଛି। ଡଙ୍ଗରରେ ହାଡଭଙ୍ଗା କଷ୍ଟ କରି ପରିବାର ଚଳନ୍ତି। ଛୋଟ ପିଲା ଠାରୁ ଆରମ୍ଭ କରି ଇଙ୍ଗ ଯାଏଁ ମହିଳା, ପୁରୁଷ ଏହି ଡଙ୍ଗର ଉପରେ…
Read More...

ପିକ୍ଅପ୍ ଭେନ ଓଲଟି ଚାଳକ ମୃତ

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ରେଙ୍ଗାଲି କ୍ୟାମ୍ପ ଏଚ୍‌ପି ପେଟ୍ରୋଲ ପମ୍ପ ଆଗରେ ଜାତୀୟ ରାଜପଥରେ ବିଳମ୍ବିତ ରାତିରେ ଯାଉଥିବା ଏକ ପିକ ଅପ୍ ଭେନ୍ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ…
Read More...

ପଲ୍ଲୀ ଶିକ୍ଷାର ଦରଦୀ ବନ୍ଧୁ… କବି ବ୍ରଜମୋହନଙ୍କ ସ୍ମୃତିରେ

ରେଙ୍ଗାଲିକ୍ୟାମ୍ପ : ଆଜି ଅତାବିରା ବ୍ଲକ ଲରମ୍ଭା ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡ. ପ୍ରମୋଦ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ  କବି ବ୍ରଜମୋହନ ପଣ୍ଡାଙ୍କ ୫୬ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଏକ ସ୍ମୃତିସଭା ଅନୁଷ୍ଠିତ…
Read More...

ଅବକାରୀ ଚଢାଉ ; ୧୦ ଲିଟର ମଦ ଜବତ ଜଣେ ଗିରଫ

ବୌଦ୍ଧ :  ବୌଦ୍ଧବ୍ଲକ ଜଡାପାଲ ଗ୍ରାମରେ ଜଣେ ବ୍ୟକ୍ତି ମଦ ଧରି ଯାଉଥିବାବେଳେ ରବିବାର ବୌଦ୍ଧଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୧୦ ଲିଟର ମଦ ଜବତ କରିବା ସହିତ ଜଣଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନା…
Read More...

ସ୍ପୋଶାଲ ଟାସ୍କଫୋର୍ସ ଦ୍ୱାରା ୭୨ କିଲୋ ଗଂଜେଇ ଜବତ, ୨  ବ୍ୟବସାୟୀ ଗିରଫ

ବୌଦ୍ଧ :  ଓଡ଼ିଶା ପୁଲିସର ସ୍ପେଶାଲ ଟାସ୍କଫୋର୍ସ (ଏସଟିଏଫ) ଟିମ ଦ୍ୱାରା ଶନିବାର ବାଉଁଶୁଣୀ ଥାନା  ଅନ୍ତର୍ଗତ ସିଙ୍ଗାରୀ ଢାବା ନିକଟରେ ଠିଆ ହୋଇଥିବା ଏକ ମାଲବାହୀ ମିନିଟ୍ରକ ଗାଡିରୁ ୭୨ କିଲୋ ଗଂଜେଇ ଜବତ କରାଯାଇଛି।…
Read More...

ବନାଗ୍ନୀକୁ ନେଇ ବନବିଭାଗର କଠୋର କାର୍ଯ୍ୟାନୁଷ୍ଠାନ ; ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ବାପ, ପୁଅ ଗିରଫ

ହରଭଙ୍ଗା : ବନାଗ୍ନୀକୁ ରୋକିବା ଦିଗରେ ବୌଦ୍ଧ ବନବିଭାଗ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ରବିବାର ହରଭଙ୍ଗା ବ୍ଲକ ମାଧପୁର ବନବିଭାଗ ପକ୍ଷରୁ ବାପ, ପୁଅ…
Read More...

ବୟସ ସହ ବୋର୍ଡ ଖେଳୁଛି ; ବାରମ୍ବାର ଅନୁରୋଧ ପରେ ବି ବଦଳୁନି ଜନ୍ମ ତାରିଖ

ବଲାଙ୍ଗିର : ବଲାଙ୍ଗିର ସରସ୍ୱତୀ ଶିଶୁ ବିଦ୍ୟା ଜ୍ଞାନମନ୍ଦିରରୁ ୨୦୧୪ ମସିହାରେ ମାଟ୍ରିକ ପାସ୍ କରିଛନ୍ତି ସରିତା ବାଗଙ୍କ ଝିଅ ପ୍ରିୟଦର୍ଶନୀ ବାଗ। ତେବେ ତାଙ୍କ ବୋର୍ଡ ପକ୍ଷରୁ ଦିଆଯାଇଥିବା ପ୍ରମାଣପତ୍ରରେ ଜନ୍ମ…
Read More...

କାମ ପାଇଥିବା ଶିକ୍ଷକ ବଦଳି ଗଲେଣି ; ଅନୁଦାନ ପଡିଛି, ଚୂଡାନ୍ତ ହୋଇପାରୁନି ସ୍କୁଲ ଘର

ବଲାଙ୍ଗିର : ବଲାଙ୍ଗିର ସଦର ବ୍ଲକ ବିଡିଘାଟ ପଞ୍ଚାୟତର ପରଧିଆପାଲି ସ୍କୁଲ। ସ୍କୁଲରେ ପ୍ରଥମରୁ ୮ମ ଶ୍ରେଣୀ ରହିଛି। ୭୨ଜଣ ପିଲା ସ୍କୁଲରେ ପଢୁଛନ୍ତି। ତେବେ ସ୍କୁଲର ଶ୍ରେଣୀ କଠୋରୀ ସଂପୂର୍ଣ୍ଣ ହୋଇ ନଥିବା ବେଳେ ମରାମତି…
Read More...

ଅବକାରୀ ବିଭାଗ ଚଢଉ ; ୩ ଗିରଫ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ରବିବାର ଅବକାରୀ ବିଭାଗ ପକ୍ଷରୁ ତିନୋଟି ପୃଥକ ପୃଥକ ସ୍ଥାନରେ ଚଢଉ କରି ୬୯ଲିଟର ବିଦେଶୀ ଓ ୨୫ ଲିଟର ଦେଶୀ ରନ୍ଧା ମଦ ଜବତ ସହ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା…
Read More...

ନବରଙ୍ଗପୁରରେ ଅବାଧରେ ଚାଲିଛି ପଲିଥିନ ବ୍ୟବହାର ; ପୌରପ୍ରଶାସନ ନୀରବଦ୍ରଷ୍ଟା

ନବରଙ୍ଗପୁର : ନବରଙ୍ଗପୁର ସହରରେ ପଲିଥିନ ବ୍ୟବହାର ବନ୍ଦ କରାଯାଇଥିବାବେଳେ ଏହା ଏବେ ବେଧଡକ ଭାବେ ଚାଲିଛି। ପରିବେଶକୁ ନଷ୍ଟ କରୁଥିବାରୁ ପଲିଥିନ ବ୍ୟବହାରକୁ ବେଆଇନ କରାଯାଇଥିଲା। ଏଥିପାଇଁ ଜିଲା ପ୍ରଶାସନ ଓ…
Read More...

ବିବାହିତା ମହିଳାଙ୍କୁ ଜୀଅନ୍ତା ପୋଡି ଦେଲେ….. ଥାନାରେ ଏତଲା

ମୋହନା : ଝିଅ ଜନ୍ମ ହେବା ଯୋଗୁଁ ପ୍ରଥମେ ନିର୍ଯାତନା । ତା'ପରେ ପୁଅ ଜନ୍ମ ଯୋଗୁଁ ସ୍ତ୍ରୀ ଉପରେ ସନ୍ଦେହ । ଶେଷରେ ସାତଜନ୍ମକୁ ସାଥୀ ହୋଇ ହିନ୍ଦୁ ରିତୀନିତୀ ଅନୁସାରେ ବିବାହ କରିଥିବା ସ୍ତ୍ରୀକୁ କିରୋସିନି ବା ଡିଜେଲ…
Read More...

ଗ୍ରୀନ୍ ଟ୍ରିବୁନାଲ୍ ଏବଂ ସରକାରୀ ନିର୍ଦ୍ଦେଶନାମାକୁ ଫୁ…. ପ୍ରଶାସନ ନୀରବ ଦ୍ରଷ୍ଟା

ରେଙ୍ଗାଲି : ଗ୍ରୀନ୍ ଟ୍ରିବୁନାଲ୍ ର ନିର୍ଦ୍ଦେଶ ଏବଂ ସରକାରୀ ନିୟମକୁ ଖାତିର ନକରି ରେଙ୍ଗାଲି ତହସିଲ ଅଞ୍ଚଳରେ ଯିଏ ଯେଉଁଠି ପାରିଲା ଇଟାଭାଟି ସ୍ଥାପନ କରି ବ୍ୟବସାୟିକ ଭିତ୍ତିରେ ଇଟା ପ୍ରସ୍ତୁତ କରୁଥିଲେ ମଧ୍ୟ…
Read More...

ବିପୁଳ ପରିମାଣର ବିସ୍ଫୋରକ ଜବତ, ଜଣେ ଗିରଫ

ଗଡମଧୁପୁର : ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ମକୁନ୍ଦପୁର ଗ୍ରାମରୁ ବେଆଇନ ସାର ଓ ମସଲା କାରବାର ଅଭିଯୋଗରେ ଆଜି ଜଣକୁ ଗିରଫ କରାଯାଇଛି। ଖବର ନେବାରୁ ଜଣାଯାଇଛି, ସେହି  ଗ୍ରାମର ସୁଶାନ୍ତ କୁମାର ବେହେରା (୩୬)…
Read More...

ଉମରକୋଟ ଗୁଳିକାଣ୍ଡ ଘଟଣା ; ଅସ୍ତ୍ରୋପଚାର ପରେ ବାହାରିଲା ଗୁଳି

ନବରଙ୍ଗପୁର : ଉମରକୋଟର ଯୁବ ବ୍ୟବସାୟୀ ଟି.ସଞ୍ଜୀବ ସୁବୁଦ୍ଧିଙ୍କୁ ଗୁଳି କରାଯାଇଥିବା ଘଟଣାର ୪୮ ଘଣ୍ଟା ପରେ ମଧ୍ୟ ପୁଲିସ ହାତ ଖାଲି ରହିଛି। ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଥିବାବେଳେ…
Read More...

କାର୍‍ ଧକ୍କାରେ ୨ ଗୁରୁତର

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ମଙ୍ଗଳପୁର ବଜାର ନିକଟରେ ଶନିବାର ଅପରାହ୍ନରେ ଘଟିଥିବା ଏକ କାର୍‍ ଧକ୍କାରେ ୨ଜଣ ବୟସ୍କ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା…
Read More...

ମେଘା ସେକ୍ଟରରେ ବିଶ୍ୱ ବୃକକ୍ ଦିବସ

ଆଠଗଡ : ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ ସ୍ଥାନୀୟ ରାଜନଗର ପଞ୍ଚାୟତର ବେତଖୋଲି ଗ୍ରାମରେ ଗୁରୁବାର ବିଶ୍ୱ ବୃକକ୍ ଦିବସ ଅବସରରେ ଜନସଚେତନତା ସୃଷ୍ଟି…
Read More...

ପୁଲିସର ପକ୍ଷପାତିତା ଅଭିଯୋଗରେ ଥାନା ଆଗରେ ବିକ୍ଷୋଭ

ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ ରାଜନଗର ଗ୍ରାମରେ ଦୁଇ ପଡୋଶୀ ପବିତ୍ର ବର୍ମା ଓ ସଂଜୟ ବର୍ମାଙ୍କ ମଧ୍ୟରେ ଦୀର୍ଘଦିନ ହେବ ଜମିବାଡି ବିବାଦ ଲାଗି ରହିଥିଲା। ପୂର୍ବରୁ ଜାନୁଆରୀ ମାସ ୧୨ତାରିଖରେ ପବିତ୍ର ଓ ତାଙ୍କ ପରିବାର…
Read More...

ରେଗେଡାପଡାରେ ବିଜୁ ସେତୁ ଉଦ୍‌ଘାଟିତ

ଆଠଗଡ : ଆଠଗଡ ବ୍ଲକର ଖୁଣ୍ଟକଟା ପଞ୍ଚାୟତ ଅନ୍ତର୍ଗତ ରେଗେଡାପଡାଠାରେ ଗ୍ରାମ ଉନ୍ନୟନ ବିଭାଗ ଦ୍ୱାରା ୬.୯୬କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଜୁ ସେତୁ କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ସ୍ଥାନୀୟ ବିଧାୟକ ତଥା ରାଜ୍ୟ…
Read More...

ସାଂସଦ ଓ ମନ୍ତ୍ରୀଙ୍କ ଦ୍ୱାରା ଆଠଗଡରେ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ

ଆଠଗଡ : ଆଠଗଡ ସହରରେ କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖାଦ୍ୟଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦ୍ୱାରା ଶନିବାର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ…
Read More...

ମୁଣ୍ଡେଶ୍ୱର ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ୪ ସନ୍ଦିଗ୍ଧ ଗିରଫ

ହରଭଙ୍ଗା : ଚଳିତବର୍ଷ ମନୁଷ୍ୟକୃତ ନିଆଁ ଦାଉରେ ମାତ୍ରାଧିକ ଜଙ୍ଗଲ ପୋଡି ଘଟଣା ବୌଦ୍ଧ ବନ ବିଭାଗର ନିଦ ହଜେଇ ଦେଇଛି। ଜଙ୍ଗଲ ସମ୍ପଦକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଜଙ୍ଗଲବିଭାଗ ଅହରାତ୍ର ଆପ୍ରାଣ ଚେଷ୍ଟା ସତ୍ୱେ…
Read More...

କୁଶଙ୍ଗ ବନ୍ୟପ୍ରାଣୀ ବିଭାଗର ସଚେତନତା କର୍ମଶାଳା

ହରଭଙ୍ଗା : ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଅଧିନରେଥିବା କୁଶଙ୍ଗ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ମହାଲ୍ଲିକପଡା ପଂଚାୟତର ସିରିପାଜୁ ଏବଂ ଗେରେଡିସାହିରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ…
Read More...

ବ୍ରାଭୋଇଂଟର ନ୍ୟାସନାଲ ବୁକ ଅପ୍‌ ୱାର୍ଲ୍ଡ ରେକର୍ଡ କଂଟାବାଞ୍ଜିର ସୁଦୀପ୍ତ

କଂଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଂଟାବାଞ୍ଜି ସହର ପଶ୍ଚିମ ଓଡିଶାର ଏକ ବ୍ୟବସାୟିକ ପେଂଟ ସ୍ଥଳ ଭାବେ ପରିଚିତ,କିନ୍ତୁ ବିଜ୍ଞାପିତ ଅଂଚଳ ପରିଷଦ ଏକ ଛୋଟିଆ ସହରରେ କିଛି ନୂଆଫର୍ଦ,ରେକର୍ଡ ଯୋଡି ହେଉଥିବା ବେଳେ ୨୦୨୧…
Read More...

କଂଗ୍ରେସ ସେବାଦଳର ପଦଯାତ୍ରା ଓ ସାଧାରଣ ସଭା

ପିପିଲି : ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନ ଏବଂ ଓଡିଶା କଂଗ୍ରେସର ୧୦୦ବର୍ଷ ପୂର୍ତ୍ତି ଅବସରରେ ଓଡିଶା ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ଶନିବାର ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗର ବେରବୋଇ…
Read More...

ବଞ୍ଚିଛି ମାନବିକତା ….” ନିଷ୍ଠା ” ଦ୍ଵାରା ଅଜଣା ବୃଦ୍ଧାର ଥଇଥାନ

ରେଙ୍ଗାଲିକ୍ୟାମ୍ପ : ଆଜିକାଲି ପରିଣତ ବୟସରେ ମଣିଷଟି ପରିବାର ପାଇଁ ବୋଝ ଓ ଅଦରକାରୀ ଫାଲଟଇ ଯାଉଛନ୍ତି। ମାନବିକତାର ଶୂନ୍ୟ ସ୍ତରକୁ ଓହ୍ଲାଇ ଆସି ନିଜର ମାଆ ଓ ବାପାଙ୍କୁ ଅଦରକାରୀ ମନେ କରି ରାସ୍ତାକଡ଼ରେ ଫିଙ୍ଗି ଦେଇ…
Read More...

ଦୁଇ ସପ୍ତାହରେ ୫୭୭ ବରିଷ୍ଠ ନାଗରିକଙ୍କୁ କୋଭିଡ ଟିକା

ଆଠଗଡ : ଆଠଗଡ ଉପଖଣ୍ଡ ଡାକ୍ତରଖାନାରେ ମାର୍ଚ୍ଚ ୧ତାରିଖରୁ ବରିଷ୍ଠ ନାଗରିକଙ୍କୁ କୋଭିଡ ଟିକା ପ୍ରଦାନ ଆରମ୍ଭ କରାଯାଇଥିବାବେଳେ ୨ ସପ୍ତାହ ମଧ୍ୟରେ ୫୭୭ଜଣ ଏହି ଟୀକା ନେଇଥିବା ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ…
Read More...

ପୂର୍ବ ଶତ୍ରୁତାରୁ ଘରେ ପଶି ଲୁଟ୍‌ ଅଭିଯୋଗ

ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ ରାଜନଗର ଗ୍ରାମରେ ଦୁଇ ପରିବାର ମଧ୍ୟରେ ଜମିବାଡି ବିବାଦକୁ ନେଇ ପୂର୍ବ ଶତ୍ରୁତା ଲାଗିରହିଥିଲା। ରାଜନଗର ଗ୍ରାମର ପବିତ୍ର ବର୍ମା ଓ ପଡୋଶୀ ସଂଜୟ ବର୍ମାଙ୍କ ମଧ୍ୟରେ ଜାଗାବାଡି ବିବାଦକୁ…
Read More...

ଜଙ୍ଗଲ ପୋଡ଼ି ଓ ପଟା ଚୋରି ଅଭିଯୋଗ ୨ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲାରେ ଏବେ ମଧ୍ୟ ଜଳୁଛି ଜଙ୍ଗଲ। ତେବେ ଦିନକୁ ଦିନ ଜଙ୍ଗଲ ପୋଡି ଅଭିଯୋଗରେ ଗିରଫ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଆଜି ଫୁଲବାଣୀ ବନଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଳକର କରଡ଼ା ବନାଞ୍ଚଳ ପକ୍ଷରୁ ଜଙ୍ଗଲ…
Read More...

ବାଇକ ଦୁର୍ଘଟଣା,ବାଇକ ଚାଳକ ଗୁରୁତର

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଫୁଲବାଣୀ-ଚାରିଛକ ରାସ୍ତା ଗେଟାମୁଣ୍ଡା ନିକଟରେ ଶୁକ୍ରବାର ସକାଳେ ବାଇକ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ଆଜି ସକାଳେ ରୁଗୁଡିପାଲି…
Read More...

ଶ୍ରମିକ ମୃତ୍ୟୁ ପରେ ମନେପଡିଲା ସୁରକ୍ଷା ; ମହାନଦୀ ସେତୁ କାର୍ଯ୍ୟ ତଦାରଖ କଲେ ବୁର୍ଲ୍ଲା ଭି-ସୁଟ ସେଫ୍ଟି ଇଂଜିନିୟର

ହରଭଙ୍ଗା : ନିର୍ମାଣଧିନ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁରୁ ଖସିପଡି ୩ଜଣ ଶ୍ରମିକଙ୍କ  ମୃତ୍ୟୁ ପରେ ଏବେ ସେମାନଙ୍କ ସୁରକ୍ଷା କଥା ସମସ୍ତଙ୍କର ମନେପଡିଛି । ଏହି ପରୀପ୍ରେକ୍ଷୀରେ ଶୁକ୍ରବାର ବୁର୍ଲ୍ଲା ଇଂଜିନିୟରିଂ କଲେଜ…
Read More...

ଦଲାଲର ଅର୍ଥ ପ୍ରଲୋଭନରେ ପଡ଼ି ବେଙ୍ଗାଲୁରୁରେ ଫସି ରହିଛନ୍ତି ୬ ନାବାଳକ

ମୋହନା : ଗଜପତି ଜିଲ୍ଲାର ମୋହନା ବ୍ଳକ ଓଡ଼ିଶାର ଦ୍ଵିତୀୟ ବୃହତ୍ତମ ବ୍ଲକ । ୩୯ଟି ପଞ୍ଚାୟତକୁ ନେଇ ଏହି ବ୍ଲକ ଗଠିତ । ଏଠାରେ ସାଧାରଣତଃ ଆଦିବାସୀ ଓ ଦଳିତ ବର୍ଗର ବହୁ ଅଧିବାସୀ ବାସ କରନ୍ତି । ଏହି ବ୍ଳକରେ ଲୋକଙ୍କ…
Read More...

ଜଳୁଛି ସଂରକ୍ଷିତ ଜଙ୍ଗଲ, ନାକେଦମ ବନବିଭାଗ

ଗୁଣପୁର : ସଂରକ୍ଷିତ ଜଙ୍ଗଲେ ଲାଗିଛି ନିଆଁ, ଏହାକୁ ଆୟତ୍ତ କରିବାକୁ ନକେଦମ ହେବାକୁ ପଡୁଛି ବନବିଭାଗକୁ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲା ଗୁଣପୁର ବନାଞ୍ଚଳରେ। ଜଙ୍ଗଲର ପାଦଦେଶରେ ପୋଡୁଚାଷ  ଆରମ୍ଭ…
Read More...

ଜଙ୍ଗଲ ପୋଡିବା ଓ ଗଛ କାଟିବାକୁ ନେଇ ଦୁଇ ଗିରଫ

ଜି.ଉଦୟଗିରି : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ କରଡା ବନାଞ୍ଚଳର ବାରବା ଜଙ୍ଗଲରୁ ଶୁକ୍ରବାର ସକାଳ ୯ ଟାରେ  ଦୁଇଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର  ସକାଳୁ କନାଡି…
Read More...

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିବାଦରେ ସଂଘର୍ଷ ରାଲି

ରେଙ୍ଗାଲିକ୍ୟାମ୍ପ : ଅତାବିରା ଅଞ୍ଚଳରେ ଏବେ ଦିନକୁ ଦିନ  ଚୋରି ଡକାୟତି ଠାରୁ ଆରମ୍ଭ କରି ହତ୍ୟା ପର୍ଯ୍ୟନ୍ତ ପ୍ରତ୍ୟେକ ପ୍ରକାରର ଅପରାଧ ମୂଳକ କାର୍ଯ୍ୟ ଦିନକୁ ଦିନ ବଢି ଚାଲିଛି। ହେଲେ ଅପରାଧୀ ଧରାପଡୁନି। ଆଇନର…
Read More...

ପ୍ରତିଶ୍ରୁତିର ସୁଅରେ ନାଗଭୂଷଣଙ୍କ ଜୀବନ ଡଙ୍ଗା…….

ରେଙ୍ଗାଲିକ୍ୟାମ୍ପ : ମଣିଷ ଜୀବନରେ ଅନେକ ବାଧା ବିଘ୍ନ ଆସେ। ସେ ସବୁକୁ ଅତିକ୍ରମ କରୁ କରୁ ମଣିଷ ଅଭ୍ୟସ୍ତ ହୋଇଯାଏ ଜୀବନ ଯୁଦ୍ଧ ସହ ସଂଗ୍ରାମ କରିବାରେ। କିଛି ଲୋକ ସେଇ ଯୁଦ୍ଧରେ ଜୟଯୁକ୍ତ ହୋଇଯାଆନ୍ତି, ଆଉ…
Read More...

ଖଡକା ଘାଟିରେ ଗଛକୁ ପିଟିଲା ବୋଲେରୋ, ୩ ଗୁରୁତର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଳପୁର ସୀମାନ୍ତ ଆମପାଣି ଘାଟିରେ ଏକ ବୋଲେରୋ ଭାରସାମ୍ୟ ହରାଇ ଏକ ଗଛକୁ ପିଟିହେବା ଫଳରେ ସେଥିରେ ଥିବା ୩ ଜଣ ଯାତ୍ରୀ ଗୁରୁତର ହୋଇ କୋକସରା ମେଡିକାଲରେ…
Read More...

ବ୍ରହ୍ମପୁର ସିଏଚସିରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଆଠଗଡ : ଦୀର୍ଘଦିନର ବ୍ୟବଧାନ ପରେ ଆଠଗଡ ଅଞ୍ଚଳରେ ଗୁରୁବାର ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ଗୁରୁବାର ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୋଟ ୧୧ଜଣଙ୍କର କୋଭିଡ ଆଣ୍ଟିଜେନା ପରୀକ୍ଷଣ…
Read More...

ମହେନ୍ଦ୍ରଗିରି ଠାରେ ବିନା ଭକ୍ତରେ ପାଳନ ହେଲା ଶିବରାତ୍ର ଉତ୍ସବ

ରାୟଗଡ/ଗଜପତି : ଓଡିଶାର ହିମାଳୟ ତଥା ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଇତିହାସରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ବିନା ଭକ୍ତରେ ଶିବରାତ୍ରୀ ବା ଜାଗର ପାଳନ ହୋଇଯାଇଛି । କିନ୍ତୁ ମହେନ୍ଦ୍ରିଗିରି ଠାରେ ପୂର୍ବ ପରମ୍ପରା…
Read More...

ମହାଶିବରାତ୍ରୀ ଲାଗି ସମସ୍ତ ଶୈବପୀଠ ଚଳଚଞ୍ଚଳ

ଆଠଗଡ : ପବିତ୍ର ମହାଶିବରାତ୍ରୀ ଓ ଜାଗର ଯାତ୍ରା ପାଇଁ ଆଠଗଡର ପୁରପଲ୍ଲୀରେ ଥିବା ଶୈବପୀଠଗୁଡିକ ଚଳଚଞ୍ଚଳ ହୋଇପଡିଛି। ସକାଳଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଦିନତମାମ ଦର୍ଶନ ପାଇଁ ପ୍ରାୟ ସବୁମନ୍ଦିରରେ ଭକ୍ତଙ୍କ ସମାଗମ…
Read More...

୧୪୪ ଧାର ମଧ୍ୟରେ ସର୍ପେଶ୍ୱରରେ ମହାଶିବରାତ୍ରୀ

ଆଠଗଡ : ଗଭୀର ଆସ୍ଥା ଓ ବିଶ୍ୱାସର ପ୍ରତୀକ ଆଠଗଡ ଅଞ୍ଚଳର ପ୍ରାଚୀନ ସର୍ପେଶ୍ୱର ପୀଠରେ ମହାଶିବରାତ୍ରୀ ଅବସରରେ ଅତ୍ୟଧିକ ସଂଖ୍ୟାରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି କୋଭିଡ କଟକଣା ଯୋଗୁଁ ୧୪୪ଧାରା ଜାରି କରାଯାଇଛି।…
Read More...

ଗୋପାଳପୁରରେ ଅଘଟଣ ; ବାନାନା ବୋଟରେ ମଜ୍ଜା ନେଉଥିବା ବେଳେ ସମୁଦ୍ରରେ ବୁଡିଗଲେ ପର୍ଯ୍ୟଟକ

ଗୋପାଳପୁର : ସମୁଦ୍ର ମଧ୍ୟରେ ଦୁଃସାହସିକ ଜଳକ୍ରୀଡାର ମଜ୍ଜା ନେଉଥିବା ପର୍ଯ୍ୟଟକଙ୍କ ଏକ ବୋଟ ଆକସ୍ମିତ ଭାରସାମ୍ୟ ହରାଇ ମଝି ସମୁଦ୍ରରେ ଓଲଟି ପଡିବା ଫଳରେ ସେଥିରେ ବସିଥିବା ପର୍ଯ୍ୟଟକମାନେ ଆହତ ହୋଇଥିଲେ ମଧ୍ୟ ସମସ୍ତ…
Read More...

କୁକୁଡାଖାଳିରେ ଜାଗର ଉପଲକ୍ଷେ ହରିହରଙ୍କର ଅପୂର୍ବ ମିଳନ

ଗଡମଧୁପୁର : ଧର୍ମଶାଳା ବ୍ଲକ ଅନ୍ତର୍ଗତ ମଧୁପରଗଡ ପଂଚାୟତ ଅଧିନ କୁକୁଡାଖାଳି ଗ୍ରାମରେ ୮୦ତମ ଅଷ୍ଟପ୍ରହର ନାମଯଜ୍ଞ ଓ ଜାଗର ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ମହାଶିବରାତ୍ରୀ ଜାଗରରେ ଏହି ନିଳକଣ୍ଠେଶ୍ୱର ମହାଦେବଙ୍କ…
Read More...

ଚୌଦ୍ୱାରରେ ନିରାଡମ୍ବରରେ ଶିବରାତ୍ରୀ ଉତ୍ସବ ପାଳିତ

ଚୌଦ୍ୱାର : ଚୌଦ୍ୱାର ତଥା ଏହାର ଆଖପାଖ ଗ୍ରାମାଞ୍ଚଳ ଗୁଡିକରେ ମହାଶିବରାତ୍ରୀ ଉତ୍ସବ  ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଚୌଦ୍ୱାର ଅଂଚଳର ଅଷ୍ଟଶମ୍ଭୁ ଭାବେ ପ୍ରଖ୍ୟାତ ଚାଟେଶ୍ୱର, ବଟେଶ୍ୱର,ଝୋଟେଶ୍ୱର, ଉତ୍ତରେଶ୍ୱର,…
Read More...

ପିପିଲିରେ ଜାଗର ଉତ୍ସବ

ପିପିଲି : ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ପବିତ୍ର ଜାଗର ଉତ୍ସବ କୋଭିଡ୍‍ କଟକଣା ମଧ୍ୟରେ ସମାରୋହରେ ପାଳିତ ହୋଇଯାଇଛି । ବିଭିନ୍ନ ଶୈବପୀଠମାନଙ୍କରେ ଏଥିପାଇଁ ଗୁରୁବାର ପ୍ରତ୍ୟୁଷରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କର ବେଶ୍‍…
Read More...

କିଡନୀ କବଳିତ ଗାଁ ଚନ୍ଦ୍ରଶେଖରପୁର, ଆକ୍ରାନ୍ତଙ୍କ ସହାୟତା ପାଇଁ ଜିଲ୍ଲାପ୍ରଶାସନକୁ ୫ଦଫା ଦାବି ପତ୍ର

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଂଚାୟତର ଚନ୍ଦ୍ରଶେଖରପୁର ଗାଁର କିଡନୀ ଆକ୍ରାନ୍ତ ରୋଗୀଙ୍କୁ ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ବୌଦ୍ଧ ସହକାରୀ ଜିଲ୍ଲାପାଳ ଅବିନାଶ ପାଣ୍ଡିଆଙ୍କୁ ୫ଦଫା…
Read More...

କୁଶଙ୍ଗ ବନ୍ୟପ୍ରାଣୀ ବିଭାଗର କଠୋରନୀତି ; ଜଙ୍ଗଲରେ ନିଆଁ ଲଗାଇବା ଘଟଣାରେ ୨ ଗିରଫ

ହରଭଙ୍ଗା : ଚଳିତବର୍ଷ ରାଜ୍ୟର ସମଗ୍ର ଜଙ୍ଗଲରେ ମନୁଷ୍ୟକୃତ ଜଙ୍ଗଲ ପୋଡି ଘଟଣା ସରକାରଙ୍କୁ ବିବ୍ରତ କରିଛି। ମନୁଷ୍ୟକୃତ ନିଆଁକୁ ଆୟତ କରିବା ପାଇଁ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଜଙ୍ଗଲରେ ନିଆଁ…
Read More...

ବଡ଼ଗାଁ ସୁନା ଦୋକାନୀ ଡକାୟତି ଓ ହତ୍ୟା ଘଟଣା : ଆଗ ସୁଟ, ପରେ ଲୁଟ ଗ୍ୟାଙ୍ଗକୁ ରାଜ୍ୟ ବାହାରେ ଧରିଲା ପୁଲିସ

ସୁନ୍ଦରଗଡ଼/ବଡ଼ଗାଁ : ସ୍ପଷ୍ଟ ଦିବାଲୋକରେ ଗୁଳି ଫୁଟାଇ ବଡ଼ଗାଁ ସୁନା ବେପାରୀଙ୍କୁ ହତ୍ୟା କରିବା, ସୁନା ଭର୍ତ୍ତିଥିବା ବ୍ୟାଗ ଓ ଟଙ୍କା ଲୁଟ ଘଟଣା ଯେତିକି ଆଲୋଡନ ସୃଷ୍ଟି କରିଥିଲା ରାଜ୍ୟ ବାହାରୁ ସଂପୃକ୍ତ ଅପରାଧି…
Read More...

ବିଜେପି ପକ୍ଷରୁ ବଙ୍ଗୋମୁଣ୍ଡାରେ ବିରୋଧ ପ୍ରଦର୍ଶନ ; ଜିଲା ସଭାପତିଙ୍କ ସହ ଅନ୍ୟମାନଙ୍କୁ ଅଟକ ରଖିଲା ପୁଲିସ

ବଙ୍ଗୋମୁଣ୍ଡା : ବଙ୍ଗୋମୁଣ୍ଡା ବ୍ଲକ ସମ୍ମୁଖରୁ ବିଜେପି କର୍ମୀମାନେ ଦଳୀୟ ପତାକା ଧରି ନବୀନ ପଟ୍ଟନାୟକ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ଗୋଲେଇ ଛକ ନିକଟରେ ପହଞ୍ଚିଥିଲେ। ସରକାର ପ୍ରତିଶ୍ରୁତି ଭୁଲିଯାଇଛି। ବିଭିନ୍ନ…
Read More...

ଭାଲୁମୁଣ୍ଡାରେ ଉଦ୍‌ବୋଧନ ଦେଲେ ମୁଖ୍ୟମନ୍ତ୍ରୀ

ବଙ୍ଗୋମୁଣ୍ଡା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡା ଜିଲା ଗ୍ରସ୍ତ କରି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ଶିଳାନ୍ୟାସ କରିଥିଲେ। ୧୯୨୬ କୋଟି ବ୍ୟୟ ଅଟକଳର ଲୋୟର ଇନ୍ଦ୍ର ପ୍ରକଳ୍ପର ଉଦଘାଟନ କରିଥିଲେ। ଏହି…
Read More...

ନୂଆ ଢ଼ଙ୍ଗରେ କଳା ଦିବସ ପାଳିବ କେଏସ୍‌ସିସି

ବଲାଙ୍ଗିର : ସବୁ ବର୍ଷ ଭଳି ଏବର୍ଷ ମଧ୍ୟ କୋଶଳ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ ଏପ୍ରିଲ ୧ ତାରିଖରେ କଳା ଦିବସ ପାଳନ କରାଯିବ। ଏହି ଦିନ କୋଶଳ ରାଜ୍ୟ ସମନ୍ୱୟ ସମିତି ଓ ସଂଗଠନମାନଙ୍କ ମଧ୍ୟରୁ ବିଭିନ୍ନ ଜିଲା ସଦର…
Read More...

ବେଲକଟି ପ୍ରାଥମିକ ସ୍କୁଲ କାନ୍ଥ ଭୁଶୁଡି ଜଣେ ଛାତ୍ରୀ ମୃତ, ଦୁଇ ଗୁରୁତର

ଜି.ଉଦୟଗିରି : ଜି.ଉଦୟଗିରି ଥାନା ଅନ୍ତର୍ଗତ ଆଡାସିକୁପା ଗ୍ରାମ ପଞ୍ଚାୟତର ବେଲକଟି ଗ୍ରାମରେ ଆଜି ଏକ ଦୁଖଃଦ ଘଟଣା ଘଟିଯାଇଛି। କୋଭିଡ-୧୯ ଯୋଗୁଁ ପ୍ରାୟ ଏକ ବର୍ଷରୁ ଅଧିକ ଦିନ ହେଲା ବିଦ୍ୟାଳୟ ବନ୍ଦ ଥିବାବେଳେ…
Read More...

ସ୍ୱପ୍ନେଶ୍ୱର ମହାଦେବଙ୍କ ଜାଗର ଓ ୨୪ତମ ଯଜ୍ଞ ମହୋତ୍ସବ ଆରମ୍ଭ

ଗଡ଼ମଧୁପୁର : ଧର୍ମଶାଳା ବ୍ଲକ ମହିଶରା ପଂଚାୟତ ଅନ୍ତର୍ଗତ ରମ୍ପେଇ ସ୍ୱପ୍ନେଶ୍ୱର ମହାଦେବଙ୍କ ୨୪ ତମ ବିଶ୍ୱଶାନ୍ତି ମହାଯଜ୍ଞ ଓ ଜାଗର ଯାତ୍ରା ମହାଡମ୍ବରରେ ଆଜି ଠାରୁ ପାଲିତ ହୋଇଯାଇଛି। ୯ ତାରିଖ ଅଙ୍କୁରାର୍ପଣ ପରେ…
Read More...

ଆଖଣ୍ଡଳମଣିଙ୍କ ପୀଠରେ ମହାଶିବରାତ୍ରୀ, ଏକବାର ନୀତିରେ ମନ୍ଦିର ଚୂଡାରେ ଲାଗିଲା ନୂଆନେତ

ଆରଡି : ଭକ୍ତମାନଙ୍କର ଆରତ ଖଣ୍ଡନ କରୁଥିବାରୁ ତାଙ୍କ ନାମ ଆଖଣ୍ଡଳମଣି । ଭକ୍ତି ଓ ବିଶ୍ୱାସ ନେଇ କାହିଁ କେତେ ଦୂରରୁ ଧାଇଁ ଆସନ୍ତି ଭକ୍ତ ମଣିବାବାଙ୍କ ଆଶିଷ କୃପା ପାଇବା ପାଇଁ, ଏପରିକି ଜାଗର ଯାତ୍ରାଦିନ ଉଜାଗର ରହି…
Read More...

ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ; ଭୋର ୪ଟା ୩୦ରେ ମନ୍ଦିର ଚୂଡାକୁ ଉଠିବ ମହାଦୀପ, ରାତ୍ର ୧ଟାରେ ସୁନାବେଶ

ଆରଡି : ମହାଶିବରାତ୍ରୀ ପାଇଁ ଉତ୍ସବ ମୁଖର ରାଜ୍ୟର ଅନ୍ୟତମ ଶୈବକ୍ଷେତ୍ର ବାବା ଆଖଣ୍ଡଳମଣିଙ୍କ ପୀଠ। ଆସନ୍ତାକାଲି ଭୋର ମନ୍ଦିର ଖୋଲିବା ପରେ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହେବ ଜାଗରଯାତ୍ରାର ସ୍ୱତନ୍ତ୍ର ନୀତିକାନ୍ତି।…
Read More...

ବିଜୁ ବାବୁଙ୍କ ସାନ ପୁଅ ନୂଆପଡା ଜିଲା ବଡ ହୋଇଗଲାଣି : ମୁଖ୍ୟମନ୍ତ୍ରୀ

- ୨୩୭୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ପ୍ରକଳ୍ପର ଶୁଭାରମ୍ଭ, - ୯୫୦ କୋଟି ଟଙ୍କାର ପ୍ରକଳ୍ପ ଅଗ୍ରଗତିରେ - ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଲୋକାର୍ପଣ, - ନଆପଡା ଜିଲାକୁ ୩କୋଟି ଅଟକଳ ମୂଲ୍ୟର ବିଜ୍ଞାନ…
Read More...

ପିପିଲି ହାଇସ୍କୁଲ ପରିଦର୍ଶନ କଲେ ସୁସ୍ମିତା ବାଗ୍‍ଚୀ

ପିପିଲି : ମୋ ସ୍କୁଲ ଅଭିଯାନ ଅଧ୍ୟକ୍ଷା ସୁସ୍ମିତା ବାଗ୍‍ଚୀ ବୁଧବାର ପିପିଲି ହାଇସ୍କୁଲକୁ ପରିଦର୍ଶନରେ ଆସି ମୋ ସ୍କୁଲ ଅଭିଯାନ ଅଧିନରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ତଦାରଖ କରିଥିଲେ । ଏହି ଅବସରରେ ବିଦ୍ୟାଳୟର…
Read More...

ସରକାରଙ୍କ କୋଭିଡ ନିୟମାନୁଯାୟୀ ଜାଗର ଯାତ୍ରା ପାଳନ ନେଇ ପ୍ରସ୍ତୁତି ବୈଠକ

ଜି.ଉଦୟଗିରି : ଜାଗର ଯାତ୍ରା ସରକାରଙ୍କ କୋଭିଡ ନିୟମାନୁଯାୟୀ ପାଳନ କରିବା ନେଇ ଜି.ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ ଡୁଙ୍ଗି ଶୈବ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ବୈଠକରେ…
Read More...

କୋଟିଏ ୭୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା : ମୋହନା ପୁଲିସକୁ ମିଳିଛି ବିରାଟ ସଫଳତା। ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ତଥା ରା.ଉଦୟଗିରି ଏସଡ଼ିପିଓ ଦିଲ୍ଲୀପ କୁମାର ନାୟକଙ୍କ ତତ୍ତ୍ଵାବଧାନରେ ସ୍ଥାନୀୟ ଥାନା…
Read More...

ଭିଜିଲାନ୍ସର ପୁଣି ଏକ ଷ୍ଟ୍ରୋକ ; ବଡ଼ଗାଁ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ବାସଗୃହରେ ଚଢ଼ାଉ, ୧କୋଟିରୁ ଉର୍ଦ୍ଧ୍ବ…

ସୁନ୍ଦରଗଡ଼/ବଡ଼ଗାଁ : ଗତ କିଛି ମାସ ହେବ ଭିଜିଲାନ୍ସ ବିଭାଗ ଗୋଟିଏ ପରେ ଗୋଟିଏ ଷ୍ଟ୍ରୋକ ମାରିବାରେ ଲାଗିଛି । କିଛି ଦିନ ପୂର୍ବରୁ ଶିକ୍ଷା ଅଧିକାରୀ ଓ କିରାଣିଙ୍କୁ ପଞ୍ଝା ମାରିବା ପରେ ଆଜି ପୁଣି ଆୟବର୍ହିଭୂତ…
Read More...

କେ.ଭି. କଲେଜ ପରିସରରେ ନବନିର୍ମିତ ଲାବୋଟୋରୀ ଉଦଘାଟିତ

କଂଟାବାଂଜି : ସ୍ଥାନୀୟ କେ.ଭି. କଲେଜ ପରିସରରେ ନବନିର୍ମିତ ଲାବୋଟେରୀ ସ୍ଥାନୀୟ ବିଧାୟକ ଶ୍ରୀ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଏହା ପଶ୍ଚିମ ଓଡିଶା  ବିକାଶ ପରିଷଦ ପାଣ୍ଠିରୁ ୫ ଲକ୍ଷ ଟଙ୍କାରେ…
Read More...

ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡିଶା ଗସ୍ତକୁ ବାଟ ଓଗାଳିବ ଜିଲା ବିଜେପି – ସାମ୍ବାଦିକ ସମ୍ମିଳନୀରେ ଚେତାବନୀ

କଂଟାବାଂଜି : ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଶ୍ଚିମ ଓଡିଶାର ନୂଆପଡା ଜିଲ୍ଲା ଗସ୍ତକୁ ନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ସମାଲୋଚନା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ରାଜଖରିଆର ଠାରେ ହେବାକୁ ଥିବା…
Read More...

ତିନି ମାସ ହେଲା ମିଳିନାହିଁ ମନରେଗା ଶ୍ରମିକଙ୍କୁ ପ୍ରାପ୍ୟ

ପାଟଣା : ଦେଶରେ କରୋନା ସଙ୍କଟ ସମୟରେ କାମଧନ୍ଦା ନ ପାଇ ଘରେ ହାତବାନ୍ଧି ବସିଥିବା ଶ୍ରମଜୀବୀ ପରିବାର ଓ ଘରବାହୁଡା ପ୍ରବାସୀ ଶ୍ରମଜୀବୀଙ୍କୁ ନିଜ ନିଜ ପଂଚାୟତରେ କାମ ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ମହାତ୍ମାଗାନ୍ଧୀ…
Read More...

ଆରମ୍ଭ ହେଲା ଶ୍ରମିକଙ୍କ ପଞ୍ଜିକରଣ, ସୁରକ୍ଷା ପାଠପଢାଇଲେ ଶ୍ରମ ଅଧିକାରୀ

ହରଭଙ୍ଗା : ପେଟ ପାଇଁ ଧାଇଁ ଆସିଥିଲେ କାମ କରିବାକୁ। ଭୋକିଲା ପେଟରେ କାମ କଲା ସମୟରେ ସେତୁ ଉପରୁ ପଡି ଚାଲିଗଲା ଜୀବନ। ଜଣେ ନୁହେଁ ତିନି ତିନି ଜଣ ନିରୀହ ଅଣଓଡିଆ ନିର୍ମାଣ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟଣା ଘଟିଛି…
Read More...

ବେଦାନ୍ତ ମେଡିକାଲ ପରିଦର୍ଶନ କଲେ ନୂତନ ବେଦାନ୍ତ ମୁଖ୍ୟ ପରିଚାଳକ

ଲାଞ୍ଜିଗଡ଼ : ଲାଞ୍ଜିଗଡ ବ୍ଲକ ଏକ ଆଦିବାସି ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଲାଞ୍ଜିଗଡ ସ୍ଥିତ ବେଦାନ୍ତ ଡାକ୍ତରଖାନା ଏହି ଅଞ୍ଚଳ ପାଇଁ ବରଦାନ ସାଜିଛି। ସରକାରୀ ଡାକ୍ତରଖାନା ମାନଙ୍କରେ ଆବଶ୍ୟକତା ଅନୁସାରେ ଡାକ୍ତର ଓ…
Read More...

ପିଆଜ ଗୋଦାମ ନିର୍ମାଣରେ ଅହେତୁକ ବିଳମ୍ବ

ବଙ୍ଗୋମୁଣ୍ଡା : ବଙ୍ଗୋମୁଣ୍ଡା ଆରଏମସି ପ୍ରାଙ୍ଗଣରେ ନିର୍ମାଣ ହେଉଥିବା ପିଆଜ ଗୋଦାମ ଗତ ୨ ବର୍ଷରୁ ଅଧିକ ବିତିଯାଇଥିଲେ ମଧ୍ୟ ଅସଂପୂର୍ଣ୍ଣ ହୋଇ ପଡିରହିଛି। ପିଆଜ ସଂରକ୍ଷଣ ଉଦ୍ଦେଶ୍ୟରେ ନିର୍ମାଣ କରାଯାଉଥିବା ଏହି…
Read More...

ଭିଡିଓ କନ୍ଫରେନ୍ସିଂରେ ଜନସାଧାରଣଙ୍କୁ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ          

ବଙ୍ଗୋମୁଣ୍ଡା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୦ ତାରିଖରେ ନୂଆପଡା ଜିଲା ଗ୍ରସ୍ତ କରି ଲୋୟର ଇନ୍ଦ୍ର ପ୍ରକଳ୍ପର ଉଦଘାଟନ କରିବା ସହ ବିଭିନ୍ନ ପ୍ରକଳ୍ପର ଶିଲାନ୍ୟାସ କରିବେ। ମୁଖ୍ୟମନ୍ତ୍ରୀ ଭିଡିଓ…
Read More...

ବେଲପଡା ବ୍ଲକରେ ଆବାସ ଯୋଜନା ଦୁର୍ନୀତି

ବେଲପଡା : ବଲାଙ୍ଗିର ଜିଲା ବେଲପଡା ବ୍ଲକରେ ଆବାସ ଯୋଜନାରେ ବ୍ୟାପକ ହେରଫେର୍ ହୋଇଥିବା ଅଭିଯୋଗ ହୋଇଛି। ବ୍ଲକର ପଣ୍ଡରୀଯୋର ପଂଚାୟତର କର୍ଲାବାହାଲି ଗାଁର ଦେବାର୍ଚ୍ଚନ ମାଝୀଙ୍କ ନାଁ ଏସ୍‌ସିସି ତାଲିକାର ୪୧୯୦୪୫୪…
Read More...

ମୋହନା ଓକିଲ ସଂଘ ନିର୍ବାଚନ: ଶେଷ ଦିନରେ ୫ ପ୍ରାର୍ଥୀପତ୍ର ଦାଖଲ

ମୋହନା : ୨୦୨୧-୨୨ ମସିହା ପାଇଁ ହେବାକୁ ଥିବା ନିର୍ବାଚନର ଶେଷ ଦିନରେ ୫ ଜଣ ମୋହନା ଓକିଲ ସଂଘର କର୍ମକର୍ତ୍ତା ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡିଛି । ସଭାପତି ପଦ ପାଇଁ ସୀମାଞ୍ଚଳ କାର୍ୟୀ ଓ ରବିନ୍ଦ୍ର କୁମାର…
Read More...

ସିମେଂଟ ଓ ଲୁହାଛଡ ଦେକାନ ଗୋଦାମରେ ଜିଏସଟିର ଚଢଉ

କଂଟାବାଞ୍ଜି : ରାଜ୍ୟ ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର ଉଚ୍ଚକର୍ତ୍ତୃପକ୍ଷଙ୍କ ନିର୍ଦେଶ କ୍ରମେ ଭବାନୀପାଟଣା ଓ ବଲାଙ୍ଗୀର ମିଳିତ ଏନ୍‌ଫୋର୍ସମେଂଟ ଟିମ ଦ୍ୱାରା ଆଜି ଦିନ ତମାମ ଏକ ବଡଧରଣର ସିମେଂଟ ଓ ଲୁହାଛଡ ଗୋଦାମ…
Read More...

କାନଝରୀ କେନାଲରେ ଆସୁନି ପାଣି ; ବିଲ ଫାଟି ଆଁ

ପାଟଣା : କାନଝରୀ ଡାହାଣପଟ କେନାଲରେ ମରାମତି କାମ ପାଇଁ ଫେବୃୟାରୀ ୨୮ରୁ ପାଣି ବନ୍ଦ କରି ଦିଆଯାଇଛି । ଏହାରି ମଧ୍ୟରେ ୯ଦିନ ବିତି ଯାଇଥିଲେ ମଧ୍ୟ କେନାଲରେ ପାଣି ଛଡା ଯାଉନାହିଁ । ଯାହା ଫଳରେ ପୋଇପାଣି ଓ ଏହାର ଆଖପାଖ…
Read More...

ରାସ୍ତା ଅବରୋଧ କଲେ ଚାଷୀ ଏବଂ ସମର୍ଥନ ଜଣାଇଲା ବିଜେପି

ପାଟଣା : କେନ୍ଦୁଝର ଜିଲ୍ଲା ସାହାରପଡାର ଲ୍ୟାମ୍ପ୍ସରେ ଧାନ କିଣାରେ ଅନିୟମିତତା ଅଭିଯୋଗରେ ଆଜି ୨୨୦ ନଂ ଜାତୀୟ ରାଜପଥର ସାହାରପଡା ଠାରେ  ଧାନ ବସ୍ତା ରଖି ଚାଷୀ ରାସ୍ତା ଅବରୋଧ କରିଥିବା ବେଳେ ଏହାକୁ ସାହାରପଡା…
Read More...

ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ଗୁଣପୁର : ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଦିବସରେ ଗୁଣପୁର ସହର ମତିଲାଲନଗର ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ଘଟିଥିବା ଖବର ଆସି ପହଞ୍ଚିଥିଲା। କିଏ କହୁଥିଲା ବଧୁହତ୍ୟା, କିଏ କହୁଥିଲା ଆତ୍ମହତ୍ୟା ତ ଆଉକିଏ କହୁଥିଲା…
Read More...

କୃଷି ବିଜ୍ଞାନ କେନ୍ଦ୍ରରେ ବିଶ୍ବ ମହିଳା ଦିବସ ଅନୁଷ୍ଠିତ

ମୋହନା : ନାରୀ ଆଉ  ଅବଳା କି ଦୁର୍ବଳା ହୋଇ ରହିନାହିଁ। ବର୍ତ୍ତମାନର ସମାଜ ମ‌ହିଳାଙ୍କୁ ନିଜ ଅଧିକାର ସାବ୍ୟସ୍ତ କରିବାକୁ ସୁଯୋଗ ଦେଇଛି । ମହିଳା ପୁରୁଷ ସଙ୍ଗେ କାନ୍ଧକୁ କାନ୍ଧ ମିଳାଇ ସମାନ ହୋଇ ଆଗକୁ ବଢୁଛି।…
Read More...

“ନୀର” – ଜାତୀୟ ମହିଳା ଦିବସ ପାଳିତ

ଜି.ଉଦୟଗିରି : ନାବାର୍ଡ ଓଡିଶା, ଭୁବନେଶ୍ବର ସହାୟତାରେ ସ୍ବେଚ୍ଛାସେବୀ  ଅନୁଷ୍ଠାନ "ନୀର" ଆନୁକୁଲ୍ୟରେ ଜି.ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ କଳିଙ୍ଗା ଗ୍ରାମ ପଞ୍ଚାୟତର ଦାରାବାଡି ଗ୍ରାମରେ ଜାତୀୟ ମହିଳା ଦିବସ…
Read More...

ମହିଳାଙ୍କ ପାଇଁ ଛତୁ ଚାଷ ତାଲିମ ଶିବିର

ମୋହନା : ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆତ୍ମ ନିର୍ଭରଶିଳ କରିବା ପାଇଁ ମିଶନ ଶକ୍ତି ଆନୁକୂଲ୍ୟରେ ଉଦ୍ୟାନ ବିଭାଗ ସହାୟତାରେ ଆର.ଉଦୟଗିରି ସ୍ଥିତ ସହକାରୀ ଉଦ୍ୟାନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ଦ୍ୱିତୀୟ…
Read More...

ରାଜ୍ୟ ବ୍ୟାଡମିଣ୍ଟନ ଡିସି କମିଟି ବୈଠକ ; ବଲାଙ୍ଗିରରେ ହେବ ୧୩ ବର୍ଷରୁ କମ୍ ଜାତୀୟ ବ୍ୟାଡମିଣ୍ଟନ ଚାମ୍ପିୟାନସିପ

ବଲାଙ୍ଗିର : ରାଜ୍ୟ ବ୍ୟାଡ ମିଣ୍ଟନ ଡେଭଲପମେଣ୍ଟ କମିଟି ବୈଠକ ବଲାଙ୍ଗିର ବ୍ୟାଡମିଣ୍ଟନ ସଂଘ ଦ୍ୱାରା ସ୍ଥାନୀୟ ପାରାଡାଇଜ ପ୍ୟାଲେସର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଯୁବ ଉଦ୍ୟୋଗପତି ସମରେନ୍ଦ୍ର ମିଶ୍ର…
Read More...

ଓଡିଶା ଗ୍ରାମ୍ୟବ୍ୟାଙ୍କ ସିକୋ ଶାଖା ତରଫରୁ ମହିଳା ଦିବସ ପାଳନ

ବେଗୁନିଆ : ବେଗୁନିଆ ବ୍ଲକ ଅଧିନସ୍ଥ ସିକୋଗ୍ରାମ ପଂଚାୟତର ରାଜୀବ ଭବନଠାରେ ଓଡିଶା ଗ୍ରାମ୍ୟବ୍ୟାଙ୍କ ସିକୋଶାଖା ତରଫରୁ ମହିଳାଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ପ୍ରିୟତ ପ୍ରିୟରଞ୍ଜନ, ମୁଖ୍ୟ ବକ୍ତା ସୁରେଶ କୁମାର…
Read More...

ପାୱାରଟିଲର ଜବତ, ୩୦ ହଜାର ଜୋରିମାନା ଆଦାୟ

ବେଗୁନିଆ : ବେଗୁନିଆ ବ୍ଲକ ହୀରାପୁର ପଂଚାୟତ ଅଧିନସ୍ଥ ଜାଲଭାର ଗ୍ରାମରେ ଥିବା ଏକ ବେଆଇନ ଖଣିରେ ଆଜି ଦିନ ୧୧ଟା ସମୟରେ ୩ଟି ପାୱାରଟିଲରରେ ପଥର ଖୋଳା ଯାଇ ୪ଟି ମିନିଟ୍ରକରେ ପଥର ବୋଝେଇ ହେଉଥିବାର ଖବର ପାଇ ବେଗୁନିଆ…
Read More...

ଅନ୍ତର୍ଜାତୀୟ ମହିଳା ଦିବସ ଏବଂ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ପାଳନ

ବେଗୁନିଆ : ବେଗୁନିଆ ଥାନା ନିକଟରେ ଥିବା ଓମ୍ ଶାନ୍ତି ଆଶ୍ରମ ପରିସରରେ ଉଇମେନ ଅର୍ଗାନାଇଜେସନ ଫର ସୋସିଆଲ ୱେଲଫେୟାର(ୱସ୍ବ) ତରଫରୁ ସାଧାରଣ ସମ୍ପାଦିକା ଜ୍ୟୋତ୍ସ୍ନା ଦାସଙ୍କ ନେତୃତ୍ୱରେ ଅନ୍ତର୍ଜାତୀୟ ମହିଳା ଦିବସ…
Read More...

୨୬୦ କିଲୋ ଗଂଜେଇ ସହ ଦୁଇଟି କାର ଜବତ, ୩ ଗିରଫ

ନବରଙ୍ଗପୁର : ନବରଙ୍ଗପୁର ସହର ଉପକଣ୍ଠ ଇନ୍ଦ୍ରାବତୀ ପୋଲ ନିକଟ ଆଖୁ କ୍ଷେତ ଭିତରେ ଗଂଜେଇ ବୋଝେଇ ହୋଇ ରହିଥିବା ଦୁଇଟି କାରକୁ ନବରଙ୍ଗପୁର ପୁଲିସ ଜବତ କରିଛି । ସହକାରୀ ଜିଲ୍ଲାପାଳ ମାଜିଷ୍ଟେଟ କମଲେଶଙ୍କ ଉପସ୍ଥିତିରେ…
Read More...

ମଦ ନିଶାରେ ଜଙ୍ଗଲରେ ଶୋଇଥିଲେ, ଲାଗିଗଲା ନିଆଁ

ପାଟଣା : ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଅସନବଣି ଗ୍ରାମକୁ ଆସିଥିବା ଝାରବେଡା ଗ୍ରାମର ଜଣେ ବ୍ୟକ୍ତି ଗ୍ରାମକୁ ଫେରୁଥିବା ସମୟରେ ନିଶାସକ୍ତ ଅବସ୍ଥାରେ ଝାରବେଡା ଜଙ୍ଗଲରେ ଶୋଇ ପଡ଼ିବାରୁ ଜଙ୍ଗଲରେ ଲାଗିଥିବା ନିଆଁରେ…
Read More...

ଯାହାକୁ ରଖିବେ ଅନନ୍ତ…….  ହୃଦ୍ ରୋପଣ ପରେ ନୂଆ ଜୀବନ ପାଇଲା ବାଦଲ

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ବଡଜାମୁପଶି ପଂଚାୟତ କୁଣ୍ଡାପିଠା ଗ୍ରାମର ରବିନ୍ଦ୍ର ପଇଦାଙ୍କ ପୁଅ ବାଦଲ ପଇଦା(୧୩)ର ହାଓଡାର ନାରାୟଣ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲରେ ସଫଳ ହୃଦ୍ ରୋପଣ ହେବାପରେ ବାଦଲକୁ ନୂଆ ଜୀବନ…
Read More...

ନବରଙ୍ଗପୁରରେ ମହା କୃଷକ ରାଲି, ହଜାର ହଜାର ଚାଷୀ ସାମିଲ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରୁ ଗତ ୩ରେ ଆରମ୍ଭ ହୋଇଥିବା କୃଷକ ପଦଯାତ୍ରା ଆଜି ପଞ୍ଚମ ଦିନରେ ପାପଡାହାଣ୍ଡି ସହିଦ ପିଠରେ ପହଂଚିଛି। ମଣ୍ଡିରେ ଦୁର୍ନୀତି ଏବଂ ଚଳିତ ବର୍ଷ କୃଷକମାନଙ୍କ ଉପରେ…
Read More...

ଆଖଣ୍ଡଳମଣି ପୀଠର ବିକାଶମୂଳକ କାର୍ଯ୍ୟ ପାଇଁ ଦେବୋତ୍ତର କମିଶନରଙ୍କ କ୍ଷେତ୍ର ପରିଦର୍ଶନ

ଆରଡି : ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର  ଓ ପୀଠର ବିକାଶ ମୂଳକ କାର୍ଯ୍ୟ ପାଇଁ  ରାଜ୍ୟ ସରକରାଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି ୬କୋଟି ରୁ ଉର୍ଦ୍ଧ୍ବ ଟଙ୍କା। ଏହି…
Read More...

ଜଳୁଛି ମୁଣ୍ଡେଶ୍ୱର, ଅରାଗଡ, ପୋଢହଳ, ପାରପିଟ ଜଙ୍ଗଲ

ହରଭଙ୍ଗା : ଚଳିତବର୍ଷ ଖରା ଆରମ୍ଭରୁ ଅଧିକାଂଶ ସଂରକ୍ଷିତ ଜଙ୍ଗଲରେ ନିଆଁ ବନ୍ୟଜନ୍ତୁ ଏବଂ ଜଙ୍ଗଲ ସମ୍ପଦ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ମାଧପୁର ଏବଂ ପୁରୁଣାକଟକ ଫରେଷ୍ଟ…
Read More...