ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ କମିଶନରେଟ ପୁଲିସକୁ ଏକ ବଡ଼ ସଫଳତା ମିଳିଛି ବୋଲି ସୋମବାର ଜଣାପଡ଼ିଛି। ପୁଲିସ କୁଖ୍ୟାତ ଲୁଟେରା ଗ୍ୟାଙ୍ଗର ୮ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୬୦ଟି ମୋବାଇଲ ଫୋନ, ୯ଟି ବାଇକ, ୩୦ ଲାପଟପ, ସୁନା ଗହଣା ଆଦି ଜବତ ହୋଇଛି।
ଏହି ଲୁଟେରାମାନେ ରାଜଧାନୀର ବିଭିନ୍ନ ଅଂଚଳରେ ଲୁଟପାତ କରୁଥିଲେ ବୋଲି ସୂଚନା ମିଳିଛି।
କମିଶନରେଟ ପୁଲିସକୁ ବଡ଼ ସଫଳତା ; ୮ ଲୁଟେରା ଗିରଫ
Popular Categories



