www.samajalive.in
Friday, December 12, 2025
26.1 C
Bhubaneswar

ନିଜ ଘରେ କୃଷ୍ଣଙ୍କ କୀର୍ତ୍ତନ ଆୟୋଜନ କଲେ ଏଆର୍‌ ରହମନ୍‌

ଦୁବାଇ – ଦୁବାଇରେ ଥିବା ବାସ ଭବନରେ କୃଷ୍ଣ କୀର୍ତ୍ତନ ଆୟୋଜନ କରିଛନ୍ତି ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା ଓସ୍କାର ବିଜେତା ଏଆର୍ ରହମନ୍‌ । ତାଙ୍କର ଏହି କୀର୍ତ୍ତନରେ ଅନେକ ଲୋକ ଅଂଶ ଗ୍ରହଣ କରିଥିଲେ । ଏଥିରେ ମହାପ୍ରଭୁ କୃଷ୍ଣଙ୍କର ଭଜନ ଗାନ କରାଯାଇଥିଲା ।

ଏଆର୍‌ ରହମନ୍‌ ଏହାକୁ ଶୁଣିବା ସହ ଏହାର ଭିଡିଓ ଉତ୍ତୋଳନ କରୁଥିବା ଦେଖିବା ପାଇଁ ମିଳିଛି । ସୋସିଆଲ୍‌ ମିଡିଆରେ ଏହା ବେଶ୍‌ ଭାଇରାଲ୍‌ ହୋଇଛି ।

- Advertisement -

କିଛି ଦିନ ତଳେ ବିଭିନ୍ନ ସମାଜିକ ଗଣମାଧ୍ୟମରେ ରହମାନ୍‌ଙ୍କୁ ଟ୍ରୋଲ୍‌ କରାଯାଇଥିଲା । ଚେନ୍ନାଇରେ ବାତ୍ୟା ଏବଂ ବନ୍ୟା ପରିସ୍ଥିତି ବେଳେ ସେ ପିପା ନାମକ ସିନେମାର ପ୍ରମୋସନ୍‌ କରିଥିଲେ । ଏଥିପାଇଁ ତାଙ୍କୁ ଅନେକ ସମାଲୋଚନା କରିଥିଲେ ।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories