www.samajalive.in
Monday, December 15, 2025
26.1 C
Bhubaneswar

 ସିନେମା ସୁଟିଂ ବେଳେ ପଡି ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି ଆହତ

କଟକ: ଏକ ଓଡିଆ ସିନେମା ସୁଟିଂ ବେଳେ ସୁପରଷ୍ଟାର  ଅନୁଭବ ମହାନ୍ତି ପଡିଯାଇ ଆହତ ହୋଇଛନ୍ତି । ‘ପ୍ରେମ କୁମାର’ ନାମକ ସିନେମା ସୁଟିଂ ବେଳେ ଅନୁଭବ ପଡିଯାଇ ଆହତ ହୋଇଥିବା ସୂଚନା ମିଳିଛି । ଏହି ସିନେମାର ଏକ ଫାଇଟ୍‌ ଦୃଶ୍ୟ କଟକର ମହାନଦୀ ବିହାର ଅଞ୍ଚଳରେ ସୁଟିଂ ଚାଲିଥିଲା । ଅନୁଭବ ପଡିଯିବାରୁ ତାଙ୍କ ପାଦରେ ଆଘାତ ଲାଗିଥିଲା । ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏବେ ସେ ସୁସ୍ଥ ଥିବା କଥା ଏକ ଭିଡିଓ ସନ୍ଦେଶ ଦେଇଛନ୍ତି ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories