ଅନୁଗୁଳ : କେନାଲ ପାଣିରୁ ଶିଶୁର ମୃତଦେହ ଉଦ୍ଧାର ହୋଇଛି। ନାଲକୋ କେନାଲ ହଟିଙ୍ଗରେ ଶିଶୁଟିକୁ କେହି ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି। ମୃତ ଶିଶୁକୁ ଉଦ୍ଧାର କରି ପୁଲିସ ଜିମାଦେଇଛନ୍ତି ସମାଜସେବୀ। ମୃତଦେହ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟ ଅଣାଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରୁଛି।
Popular Categories



