www.samajalive.in
Monday, December 8, 2025
13.1 C
Bhubaneswar

ଭାରତୀୟ ସଂସ୍କୃତିର ପରିଚାୟକ ପ୍ରସାର ଭାରତୀ

ନୂଆଦିଲ୍ଲୀ: ଆକାଶବାଣୀ ଏବଂ ଦୂରଦର୍ଶନ ଭାରତୀୟ ସଂସ୍କୃତି ଏବଂ ଶାସ୍ତ୍ରୀୟ ସଂଗୀତକୁ ବଞ୍ଚାଇ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ପ୍ରସାର ଭାରତୀ ଅଧ୍ୟକ୍ଷ ଡକ୍ଟର ଏ.ସୂର୍ଯ୍ୟପ୍ରକାଶ କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଆୟୋଜିତ ଓଡିଶା ସାମ୍ବାଦିକତା ପୁରସ୍କାର ଉତ୍ସବରେ ଯୋଗଦେଇ ଡକ୍ଟର ସୂର୍ଯ୍ୟପ୍ରକାଶ କହିଛନ୍ତି ସଂସଦ ପ୍ରସାରଭାରତୀକୁ ଦେଶର ପରମ୍ପରାକୁ ଉଜ୍ଜୀବିତ ରଖିବା ଦାୟିତ୍ୱ ଅର୍ପଣ କରିଛି।

ସେ କହିଛନ୍ତି, ବେସରକାରୀ ଚ୍ୟାନେଲଗୁଡିକ କେବଳ ମନୋରଂଜନଧର୍ମୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିବା ବେଳେ ଦୂରଦର୍ଶନ ଏବଂ ଆକାଶବାଣୀ ଦେଶର ସଂସ୍କୃତିକୁ ଉଜ୍ଜୀବିତ ରଖି ପାରିଛି। ଏହି ଅବସରରେ ସେ ଜନସାଧାରଣଙ୍କୁ ଯାଞ୍ଚ ନ କରି କୌଣସି ବାର୍ତ୍ତା ନ ପଠେଇବା ପାଇଁ ଆହ୍ୱାନ ଦେଇଛନ୍ତି। ଏହି ଉତ୍ସବରେ ପତ୍ର ସୂଚନା କାର୍ଯ୍ୟାଳୟ ପ୍ରମୁଖ ମହାନିର୍ଦ୍ଦେଶକ ସୀତାଂଶୁ କର, ବୈଦେଶିକ ମନ୍ତ୍ରଣାଳୟର ପୂର୍ବତନ ସଚିବ ଅମରେନ୍ଦ୍ର ଖଟୁଆ ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ସଦସ୍ୟ ପ୍ରଫେସର ସୁଷମା ଯାଦବ ପ୍ରମୁଖ ଉଦ୍‍ବୋଧନ ଦେଇଥିଲେ।

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories