ବାୟୁସେନାର ଆଉ ଏକ ମାଇଲଷ୍ଟୋନ୍: ସମୁଦ୍ରରେ ଅବତରଣ କଲା ସି-୧୩୦ଜେ ଏୟାରକ୍ରାଫ
ଏକ୍ସ ଆକାଉଣ୍ଟରେ ଦୁଇଟି ଭିଡ଼ିଓ ସେୟାର କଲା ବାୟୁସେନା
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାକୁ ମିଳିଛି ଆଉ ଏକ ବଡ ସଫଳତା। ନାଇଟ୍ ଭିଜନ୍ ଗଗଲ୍ସ ଜରିଆରେ ରାତିରେ ଇଷ୍ଟର୍ଣ୍ଣ ସେକ୍ଟରରେ ସଫଳ ଭାବେ ଅବତରଣ କରିଛି ଭାରତୀୟ ବାୟୁସେନାର ସି-୧୩୦ଜେ ଏୟାରକ୍ରାଫ୍ଟ। ଅବତରଣ ବେଳର ଦୁଇଟି ଭିଡ଼ିଓକୁ ରେକର୍ଡ କରାଯାଇ ଭାରତୀୟ ବାୟୁସେନାର ସୋସିଆଲ ମିଡ଼ିଆ ଏକ୍ସ ଆକାଉଣ୍ଟରେ ସେୟାର କରାଯାଇଛି। ଦେଶର ସାର୍ବଭୌମତ୍ୱର ରକ୍ଷା ପାଇଁ ଭାରତୀୟ ବାୟୁସେନା ସବୁବେଳେ ପ୍ରସ୍ତୁତ ରହିଛି। ଏହାକୁ ଆଉ ପାଦେ ଆଗକୁ ନେବା ସହିତ ଭାରତକୁ ବାହ୍ୟ ଶତ୍ରୁ ଆକ୍ରମଣର ମୁକାବିଲାରେ ସହାୟକ ହେବ ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି।
Achieving another significant milestone, an #IAF C-130J aircraft carried out a successful Night Vision Goggles aided landing at an Advanced Landing Ground in the Eastern sector.#IAF continues to expand capabilities, reinforcing commitment to safeguard nation's sovereignty by… pic.twitter.com/nMAbDnWPhR
— Indian Air Force (@IAF_MCC) May 23, 2024
Comments are closed.