ବାଲେଶ୍ବର : ବାଲେଶ୍ବର ଜିଲା ସୋର ରେଳ ଷ୍ଟେସନ ନିକଟରେ ଟ୍ରେନ ଧକ୍କାରେ ସୋମବାର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସନ୍ତରାଗାଛି ବେଙ୍ଗାଲୁରୁ ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ଜଳେଶ୍ବର ଗୋବର୍ଧନପୁରର ରବୀନ୍ଦ୍ର ନାଥ। ସେ ସୋର ବ୍ଲକ ସ୍କୁଲମାନଙ୍କୁ ପୋଷାକ ଯୋଗାଣ କରନ୍ତି। ଜଳେଶ୍ବର ଯିବାପାଇ ଷ୍ଟେସନ୍ ଯାଉଥିଲାବେଳେ ତାଙ୍କର ଦୁର୍ଘଟଣା ହୋଇଥିଲା।
Popular Categories



