ଜଳେଶ୍ବର : ବାଲେଶ୍ବର ଜିଲା ୬୦ନଂ ଜାତୀୟ ରାଜପଥର ଖଡିଆଳ ଠାରେ ସୋମବାର ବିଳମ୍ବିତ ରାତ୍ରିରେ ଆମ୍ବୁଲାନ୍ସ ଓଲଟି ଡ଼୍ରାଇଭରଙ୍କ ସମେତ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଆମ୍ବୁଲାନ୍ସଟି ବାଲେଶ୍ବରରୁ ରୋଗୀ ଛାଡି ଭୋଗରାଇ ଫେରିବା ବାଟରେ ଦୁର୍ଘଟଣା ହୋଇଥିଲା। ଦୁଇ ଜଣ ଗୁରୁତରଙ୍କୁ ବାଲେଶ୍ବର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Popular Categories



